ଫୁଟୁଥିଲା ବାଣଲ୍ୟାଣ୍ଡିଂ କରୁଥିଲା ବିମାନ | Fireworks in the Sky as Plane Prepares to Land
Prameya Digital
0:00 / 0:00
ଫୁଟୁଥିଲା ବାଣଲ୍ୟାଣ୍ଡିଂ କରୁଥିଲା ବିମାନ | Fireworks in the Sky as Plane Prepares to Land
26 465 просмотров · 1 дн. назад
Prameya Digital
149 тыс. подписчиков
26 465 просмотров · 1 дн. назад
ଆକାଶରେ ଫୁଟୁଥିଲା ବାଣ, ଆଉ ତଳେ ଲ୍ୟାଣ୍ଡିଂ ପାଇଁ ଆସୁଥିଲା ବିମାନ | ଭୁବନେଶ୍ୱରର ବରମୁଣ୍ଡା ପଡ଼ିଆରେ ରାବଣ ପୋଡ଼ି ସମୟର ଏଭଳି ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆକାଶରେ ଆତିଶବାଜି ଚାଲିଥିବା ବେଳେ ବିମାନଟି ଲ୍ୟାଣ୍ଡିଂ ପାଇଁ ଆଗକୁ ବଢ଼ୁଥିବା ଦେଖାଯାଇଛି। ବିମାନ ଅବତରଣ ସମୟରେ ରକେଟ୍ ବାଣ ଓ ଲେଜର୍ ଲାଇଟ୍ର ବିପଦକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ। ଏଭଳି ଆତିଶବାଜି ପାଇଁ କିଏ ଦେଇଥିଲା ଅନୁମତି? ଯଦି କିଛି ଅଘଟଣ ଘଟିଥିଲେ ଦାୟୀ କିଏ ହୋଇଥାନ୍ତେ ?
#Bhubaneswar #BhubaneswarAirport #RavanPodi #Fireworks #AircraftLanding #AirportSafety #OdishaNews #AviationSafety #PrameyaDigital
Odisha Latest News ଏବଂ ସବୁଠୁ ବଡ଼ ଖବର ସବୁବେଳେ ପ୍ରଥମେ ଦେଖିବା ପାଇଁ Prameya Digital ସହ ଯୋଡ଼ି ହୁଅନ୍ତୁ! In this video, we bring you an exclusive, in-depth breakdown and critical analysis of the major developments shaping Odisha today.
👍 Like | 🔄 Share | 💬 Comment | 🔔 Subscribe Prameya Digital
For latest news updates follow us on WhatsApp: https://www.whatsapp.com/channel/0029...
For latest Odisha News Follow us:
Website: http://www.prameya.com
/ prameyadigital
/ prameyadigital
/ @prameyadigital
/ prameya-digital-2853663a7
/ prameyadigital
https://www.whatsapp.com/channel/0029...