ଗାଅରେ ଭାଇ ଯୀଶୁଙ୍କର ଜୟଗାନ || CHRISTIAN KUWI ODIA SUPER HIT SONG 2026 || SINGER:- RAI TUNUKA # VIRAL..
MR. UTTAM AI CREATION
0:00 / 0:00
ଗାଅରେ ଭାଇ ଯୀଶୁଙ୍କର ଜୟଗାନ || CHRISTIAN KUWI ODIA SUPER HIT SONG 2026 || SINGER:- RAI TUNUKA # VIRAL..
726 просмотров · 7 дней назад
MR. UTTAM AI CREATION
555 подписчиков
726 просмотров · 7 дней назад
mr. uttam ai creation
ଗାଅରେ ଭାଇ ଯୀଶୁଙ୍କର ଜୟଗାନ ବଜରେ ବନ୍ଧୁ ପ୍ରଭୁଙ୍କର ସ୍ତୁତିଗାନ

ହାଲେଲୁୟା ହାଲେଲୁୟା ବଳ ହୋ ହୋ ହଶାନ୍ନା ହୋ ହୋ ହଶାନ୍ନା

1) ସରଗର ରାଜା ଆସିଲେ ଜଗତକୁ ଏଡ଼େ ପ୍ରେମ କଲେ
ସରଗର ରାଜା ଆସିଲେ ଜଗତକୁ ଏଡ଼େ ପ୍ରେମ କଲେ
ଆମେ ତାଙ୍କଠାରେ ମୁକ୍ତି ପାଇଲୁ ଆମେ ଶାନ୍ତି ପାଇଲୁ ଆମେ ମୁକ୍ତି ପାଇଲୁ
ଗାଅରେ ଭାଇ ଯୀଶୁଙ୍କର ଜୟଗାନ ବଜରେ ବନ୍ଧୁ ପ୍ରଭୁଙ୍କର ସ୍ତୁତିଗାନ
ଗାଅରେ ଭାଇ ଯୀଶୁଙ୍କର ଜୟଗାନ ବଜରେ ବନ୍ଧୁ ପ୍ରଭୁଙ୍କର ସ୍ତୁତିଗାନ
2) ଆମ ଫାପ ସବୁ କ୍ଷମା କଲେ ଅନନ୍ତ ଜୀବନ ଆମକୁ ଦେଲେ
ଆମ ଫାପ ସବୁ କ୍ଷମା କଲେ ଅନନ୍ତ ଜୀବନ ଆମକୁ ଦେଲେ
ଆଜି ନାଛି ନାଛି ଯୀଶୁ ନାମ ଗାଇବା ଆଜି
ଆଜି ଆନନ୍ଧ ଦିନ ଆଜି ଖୁସିର ଦିନ