ଜାଦୁର ଚକି // Jadura Chaki //Odia Story...
Magic Painter 2.0
0:00 / 0:00
ଜାଦୁର ଚକି // Jadura Chaki //Odia Story...
10 611 просмотров · 23 часа назад
Magic Painter 2.0
3,1 тыс. подписчиков
10 611 просмотров · 23 часа назад
।। ଜାଦୁର ଚକି ।।
ଏହି କାହାଣୀ ଟିଏ କାଳ୍ପନିକ ଘଟଣାକୁ ନେଇ ଆଧାରିତ ।
ଏହି କାହାଣୀ ରେ ଜଣେ ଗରିବ ଭାଈ ନିଜର। ପାରିବାର ର ପେଟ ପୋଷିବା ପାଇଁ ବହୁତ୍ କଷ୍ଟ କରିଛି ।
ଯୋଉଠି ତାର ନିଜ ବଡ଼ ଭାଈ ତାର ସାନ ଭାଈ ଅସୁବିଧାରେ ।
ସାହାଯ୍ୟ କରିବାକୁ ମନାକରିଦେଇଚି ଯାହା ଫଳରେ ସେ ନିରାଶା ବସା ହୋଇ। ଜଙ୍ଗଲକୁ ଶୁଖିଲା କାଠ ସଂଗ୍ରହ କରିବାକୁ ଯାଉଛି। ସେହି ଜଙ୍ଗଲରେ ଗୋଟେ ବୁଢ଼ା ମଉସା କୁ ସାହାଯ୍ୟ କରିଛି ଆଉ ଆଉ ମଉସା ତାକୁ ଗୋଟେ ଚମତ୍କାରୀ ମୁଦ୍ରା ଦେଇଚନ୍ତି ।
ଯାଉଥି ପାଇଁ ଗୋପାଳ ର ଭାଗ୍ୟ ଖୋଲି ଯାଇଛି ଗୋପାଳ ସେ ମୁଦ୍ରା ସାଧୁ କୁ ଦେଇ ଗୋଟେ ଯାଦୂର ଚକି ମାଗି ଆଣିଚି । ଆଉ ସେ ଚକି ର ଯାଦୁ ବଳରେ ସେ ଗରିବରୁ ଧନୀ ହେଇ ଯାଇଛି ।
ଏହି କାହାଣୀ ରୁ ଆମକୁ ଏହା ଶିକ୍ଷା ମିଳିଲା ଯେ ଜୀବନରେ ଯତେ ଅସୁବିଧା ଆଉ ଦୁଃଖ ପରିସ୍ଥିତି ଆସୁନା କାହିଁକି । ଆମେ ଗୋପାଳ ପରୀ ଜମା ବି। ଆମର ଆତ୍ମ ବଳ ହାରାଇବା ନାହିଁ । ଆମେ ଯଦି। ଗୋପାଳ ପରୀ ସଚ୍ଚୋଟ ରହିବା ତା ପର ହେଲେ ବି ଆମ ସହ କେବେବୀ। ଖରାପ। ହେବ ନାହିଁ ସବୁ ବେଳେ ଭଲ ହେବ ।
ନମସ୍କାର ଦର୍ଶକ ବନ୍ଧୁ ଆଜିର ଏହି ଓଡ଼ିଆ କାର୍ଟୁନ୍ ଭିଡିଓରେ ଆମେ ଏକ ସୁନ୍ଦର ଶିକ୍ଷଣୀୟ କାହାଣୀ ଦେଖାଇଛୁ। ଏହି କାହାଣୀଟି ପରିବାରର ସମସ୍ତେ ଏକାଠି ବସି ଦେଖିପାରିବେ । ଯଦି ଆମର ଆନିମେସନ୍ ଏବଂ କାର୍ଟୁନ୍ ଗପ ଆପଣଙ୍କୁ ଭଲ ଲାଗୁଛି ତେବେ ଭିଡିଓକୁ ଲାଇକ୍ କରନ୍ତୁ ଏବଂ ଚ୍ୟାନେଲ୍କୁ Suscribe ନିଶ୍ଚିତ କରନ୍ତୁ। ଧନ୍ୟବାଦ
#OdiaCartoon
#OdiaMoralStories
#OdiaGapa