Перейти к содержимому

‘ଅତି ଭୀଷଣ ହୋଇପାରେ ସମ୍ଭାବ୍ୟ ବାତ୍ୟା’ | Cyclone Alert in Bay of Bengal

Prameya Digital

0:00 / 0:00

‘ଅତି ଭୀଷଣ ହୋଇପାରେ ସମ୍ଭାବ୍ୟ ବାତ୍ୟା’ | Cyclone Alert in Bay of Bengal

26 036 просмотров · 14 ч назад
Prameya Digital
148 тыс. подписчиков
26 036 просмотров · 14 ч назад
ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ୨୪ ତାରିଖ ବେଳକୁ ଏହା ଅବପାତ ଏବଂ ୨୫ ତାରିଖରେ ଗଭୀର ଅବପାତର ରୂପ ନେଇପାରେ। ୨୬ ତାରିଖ ବେଳକୁ ବାତ୍ୟାରେ ପରିଣତ ହେବାର ଆଶଙ୍କା ରହିଛି। ବାତ୍ୟାର ଗତିପଥ ଓ ତୀବ୍ରତା ନେଇ ଏବେ ସମସ୍ତଙ୍କ ନଜର। ସେପଟେ ଯଦି ସମ୍ଭାବ୍ୟ ବାତ୍ୟା ଆସେ ତେବେ ଅତି ଭୀଷଣ ରୂପ ନେଇପାରେ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ଶରତ ସାହୁ । #CycloneAlert #BayOfBengal #OdishaWeather #CycloneUpdate #OdishaNews #WeatherUpdate #LowPressure #IMD #SaratSahu #BreakingNews #PrameyaDigital #CycloneWarning Odisha Latest News ଏବଂ ସବୁଠୁ ବଡ଼ ଖବର ସବୁବେଳେ ପ୍ରଥମେ ଦେଖିବା ପାଇଁ Prameya Digital ସହ ଯୋଡ଼ି ହୁଅନ୍ତୁ! In this video, we bring you an exclusive, in-depth breakdown and critical analysis of the major developments shaping Odisha today. 👍 Like | 🔄 Share | 💬 Comment | 🔔 Subscribe Prameya Digital For latest news updates follow us on WhatsApp: https://www.whatsapp.com/channel/0029... For latest Odisha News Follow us: Website: http://www.prameya.com   / prameyadigital     / prameyadigital      / @prameyadigital     / prameya-digital-2853663a7     / prameyadigital   https://www.whatsapp.com/channel/0029...