Перейти к содержимому

କାହିଁକି ପନିରରୁ ମିଳୁନି ଲାଭ ? || Why there is no profit from Paneer ? #dairyfarm ‪@EfarmingOdisha‬

E- farming Odisha

0:00 / 0:00

କାହିଁକି ପନିରରୁ ମିଳୁନି ଲାଭ ? || Why there is no profit from Paneer ? #dairyfarm ‪@EfarmingOdisha‬

41 829 просмотров · 1 год назад
E- farming Odisha
846 тыс. подписчиков
41 829 просмотров · 1 год назад
In this video, we have talked to a dairy farmer who is currently rearing 40 cows. He says that apart from milk, there is a lot of profit on milk products but he is not able to sell them in the market at a price that covers his production cost. He says that due to the duplicate paneer available outside, no one is buying his real paneer because that powdered paneer is cheaper than real paneer. Watch this video to know more about dairy farming. इस वीडियो में हमने एक ऐसे डेयरी किसान से बात की है जो इस समय 40 गाय पाल रहे हैं। उनका कहना है कि दूध के अलावा दूध से बने उत्पादों पर मुनाफा तो ज़्यादा है लेकिन वो बाज़ार में उस कीमत पर नहीं बैच पाते जो उनकी उत्पादन लागत में आती है। उनका कहना है कि बाहर मिलने वाले डुप्लीकेट पनीर की वजह से कोई भी उनका असली पनीर नहीं खरीद रहा है क्योंकि वो पाउडर वाला पनीर असली पनीर से सस्ता होता है। डेयरी फार्मिंग के बारे में ज़्यादा जानने के लिए ये वीडियो देखें। ଏହି ଭିଡିଓରେ ଆମେ ଗାଈ ପାଳନ କରୁଥିବା ଜଣେ ଚାଷୀଙ୍କ ସହ କଥା ହୋଇଛୁ ଯିଏ ବର୍ତ୍ତମାନ ୪୦ଟି ଗାଈ ପାଳନ କରୁଛନ୍ତି । ସେ କହିଛନ୍ତି ଯେ କ୍ଷୀର ବ୍ୟତୀତ କ୍ଷୀର ଜାତୀୟ ଉତ୍ପାଦରେ ଅଧିକ ଲାଭ ମିଳେ କିନ୍ତୁ ସେମାନେ ବଜାରରେ ଉଚିତ ମୂଲ୍ୟରେ ବିକ୍ରି କରିପାରୁ ନାହାଁନ୍ତି ଯାହା ସେମାନଙ୍କର ଉତ୍ପାଦନ ଖର୍ଚ୍ଚକୁ ଭରଣା କରି ପାରୁନାହାନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ବାହାରେ ଉପଲବ୍ଧ ନକଲି ପନିର ଯୋଗୁଁ, କେହି ତାଙ୍କର ପ୍ରକୃତ ପନିର କିଣୁନାହାଁନ୍ତି କାରଣ ନକଲି ପାଉଡରେ ପ୍ରସ୍ତୁତ ପନିର ପ୍ରକୃତ ପନିର ଅପେକ୍ଷା ଶସ୍ତା । ଗୋପାଳନ ବିଷୟରେ ଅଧିକ ଜାଣିବା ପାଇଁ ଏହି ଭିଡିଓ ଟିକୁ ପ୍ରଥମ ରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ । #efarmingodisha #dairyfarm #cowfarm #odisha #paneer #milk ----------------------------------------------------------------------------- ଚାଷୀଙ୍କ ନମ୍ବର -+91 93379 91937, +91 99406 17997 Location - https://maps.app.goo.gl/J7zZJVDC2vJ5m... ----------------------------------------------------------------------------- 👉 E-farming AgroKart 👈 🍎🥭ବିଭିନ୍ନ ପ୍ରକାର ଫଳ ଚାରା ପାଇଁ E- farming Agrokart ସହିତ ଯୋଗାଯୋଗ କରନ୍ତୁ । 🌱🌴 WhatsApp- 🪀8895875885, 8260661290 👉 Official Youtube Channel :-    / @efarmingagrokart   👉 Location:- https://maps.app.goo.gl/HEyAwjgdNEHng... ----------------------------------------------------------------------------- ----------------------------------------------------------------------------- 👉 E-Farming Odisha 👈 ବିଜ୍ଞାପନ ଓ ଭିଡ଼ିଓ ପ୍ରସ୍ତୁତି ପାଇଁ ଆମ ସହ ଯୋଗାଯୋଗ କରନ୍ତୁ । WhatsApp- 🪀 8596888646 (Official Use Only) .......... ଧନ୍ୟବାଦ ..........