ରାୟଗଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା,ଚୋରି ରାକେଟର ୩ ଗିରଫ ୨୨ ଗାଡ଼ି ଜବତ ! Rayagada loot case
Pratidin TV
0:00 / 0:00
ରାୟଗଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା,ଚୋରି ରାକେଟର ୩ ଗିରଫ ୨୨ ଗାଡ଼ି ଜବତ ! Rayagada loot case
1 208 просмотров · 23 часа назад
Pratidin TV
1,76 млн подписчиков
1 208 просмотров · 23 часа назад
ରାୟଗଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା,ଚୋରି ରାକେଟର ୩ ଗିରଫ ୨୨ ଗାଡ଼ି ଜବତ !୮ଟି ଚୋରି ଘଟଣାରେ ୨୨ଟି ଗାଡ଼ି ଜବତ ହୋଇଥିବା ନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ଏସପି ରାଜ ପ୍ରସାଦ । ଅଭିଯୁକ୍ତ ମାନଙ୍କ ଠାରୁ ପୁଲିସ ଗୋଟିଏ ଅଟୋ ସହ ବିଭିନ୍ନ କମ୍ପାନୀର ଦୁଇ ଚକିଆ ଗାଡିକୁ ଜବତ କରାଯାଇଛି। ଏହି ରାକେଟ୍ରେ ସମ୍ପୃକ୍ତ ଥିବା ଅଭିଯୋଗରେ ଚାନ୍ଦିଲି ଥାନା ଅଞ୍ଚଳର ସୀମାଞ୍ଚଳ ମହାନନ୍ଦିଆ, ରାଜେଶ୍ୱର ନାଗବଂସ ଓ ପ୍ରଦୀପ ଚଣ୍ଡିବଂସଙ୍କୁ ପୁଲିସ ଗିରଫ କରିଛି। Rayagada loot case
#Rayagada #lootcase #pratidintv #odisha #policecase
Vist our Website :https://www.pratidintv.com/
Like Our Facebook Page: / pratidinodisha
Folllow Us Instagram :-https://www.instagram.com/pratidintv/...
Follow On X :- https://x.com/pratidin_tv
Subscribe To Our YouTube Channel: / @pratidintvodisha
#PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha