😱କାହିଁକି ରାତି ଅଧରେ କଲକାତା ବାହାରିଲୁ? 🚌 | OSRTC Volvo 9600 Jagannath Express Full Journey Vlog
ବାପା ପୁଅ ଡାଏରୀ
0:00 / 0:00
😱କାହିଁକି ରାତି ଅଧରେ କଲକାତା ବାହାରିଲୁ? 🚌 | OSRTC Volvo 9600 Jagannath Express Full Journey Vlog
891 просмотр · 8 дн. назад
ବାପା ପୁଅ ଡାଏରୀ
77 подписчиков
891 просмотр · 8 дн. назад
😱କାହିଁକି ରାତି ଅଧରେ କଲକାତା ବାହାରିଲୁ? 🚌🌃
ଏହି ଭିଡିଓରେ ଦେଖନ୍ତୁ ଆମର Odisha ରୁ Kolkata ଯାତ୍ରା! ❤️ ଆମେ ବୁକ୍ କରିଥିଲୁ Odisha Government ର Volvo 9600 Jagannath Express Bus। କିନ୍ତୁ Odisha Band ଯୋଗୁଁ ଘରୁ ବାହାରିବାରେ ଲେଟ୍ ହେଲା ଏବଂ ଯାତ୍ରାରେ ମଧ୍ୟ ଅନେକ ଅନୁଭୂତି ହେଲା।
🚌 OSRTC Volvo 9600 Bus Experience
🌃 Night Journey from Odisha to Kolkata
🍜 Cuttack Bus Stop & Panikholi Food Break
👨👩👦 Family Travel Vlog & Baby Masti
😴 Bus Journey Experience — ଆଶା ଅନୁସାରେ ନଥିଲା!
ଆମର ପୁରା ଯାତ୍ରା କେମିତି ଥିଲା, ଜାଣିବା ପାଇଁ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ।
ଭିଡିଓଟି ଭଲ ଲାଗିଲେ LIKE 👍, COMMENT 💬 ଓ SUBSCRIBE ❤️ କରନ୍ତୁ।
🙏 ଜୟ ଜଗନ୍ନାଥ 🙏
Welcome to BapaPuaDiary ❤️
#KolkataVlog #OdishaToKolkata #OSRTC #Volvo9600 #JagannathExpress #OdiaVlog #OdiaVlogger #FamilyTravelVlog #NightJourney #TravelVlog #BusJourney #KolkataTravel #BapaPuaDiary #OdishaVlogger #IndianTravelVlog