ବାଡିରେ ଖେଳୁଛି କୁମ୍ଭୀର, ଘରକୁ ଯିବାକୁ ଦରକାର 5ହଜାର | Odisha Reporter
Odisha Reporter
0:00 / 0:00
ବାଡିରେ ଖେଳୁଛି କୁମ୍ଭୀର, ଘରକୁ ଯିବାକୁ ଦରକାର 5ହଜାର | Odisha Reporter
32 068 просмотров · 2 недели назад
Odisha Reporter
2,98 млн подписчиков
32 068 просмотров · 2 недели назад
କେନ୍ଦ୍ରାପଡା ଜିଲ୍ଲା ଆଳିର ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀ ନଦୀରେ ତୃତୀୟ ଥର ବନ୍ୟା ଆସିବାରୁ ଆଳି ବ୍ଲକର ୧୬ଟି ପଞ୍ଚାୟତ ବନ୍ୟାପାଣି ଘେରରେ । ତେଣୁ ଘରୁ ଗୋଡ଼ କାଢ଼ିବା ମୁସ୍କିଲ । ଅଣ୍ଟାଏ ଉଚ୍ଚର ପାଣିରେ ଯିବାକୁ ହେଲେ ଡଙ୍ଗା ହିଁ ଭରସା । ଭଡ଼ା ବାବଦକୁ ଜଣଙ୍କ ପିଛା ଦେବାକୁ ପଡୁଛି 500 ଟଙ୍କା ।
#flood #villagesubmerged #boatcharges #kendrapara #Odishareporter
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter