Перейти к содержимому

ବାପା❤️‍🩹(ସଂଘର୍ଷ ର ଅନ୍ୟ ନାମ......) || Odia Short Film🎬 || Team Kalinga Rasa📽️. #teamkalingarasa #film

Team Kalinga Rasa

0:00 / 0:00

ବାପା❤️‍🩹(ସଂଘର୍ଷ ର ଅନ୍ୟ ନାମ......) || Odia Short Film🎬 || Team Kalinga Rasa📽️. #teamkalingarasa #film

3 896 просмотров · 18 ч назад
Team Kalinga Rasa
266 подписчиков
3 896 просмотров · 18 ч назад
ନମସ୍କାର ଦର୍ଶକବନ୍ଧୁ! 🙏 ଆପଣମାନଙ୍କୁ Team Kalinga Rasa YouTube ଚ୍ୟାନେଲକୁ ବହୁତ ବହୁତ ସ୍ୱାଗତ। ବାପା || BAPA ହେଉଛି ଆମର ପ୍ରଥମ ଛୋଟ ଚଳଚିତ୍ର (First Short Film)। ଆପଣମାନଙ୍କର ଭଲପାଇବା ଏବଂ ସମର୍ଥନ ଯୋଗୁଁ ଆଜି ଆମେ ଏହି ଯାତ୍ରା ଆରମ୍ଭ କରିଛୁ। ଆଶା କରୁଛୁ ଭିଡିଓଟି ଆପଣମାନଙ୍କୁ ବହୁତ ଭଲ ଲାଗିବ। ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ଆପଣଙ୍କର ମତାମତ କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ। ଯଦି ଭିଡିଓଟି ଭଲ ଲାଗେ, ତେବେ ଲାଇକ୍ ଏବଂ ଶେୟାର କରିବାକୁ ଭୁଲିବେନି। ଏହିଭଳି ଅଧିକ ମଜାଦାର ଓ ଆକର୍ଷକ ଭିଡିଓ ଦେଖିବା ପାଇଁ ଚ୍ୟାନେଲଟିକୁ Subscribe କରି ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। #KalingaRasa #OdiaVlogs #FirstLongVideo #OdiaYouTube #Trending #ଓଡିଶା #teamkalingarasa .. ... .... Writer - Rasmipriya mohanty Direction - Priyambrat Sahoo Dop - Ganesh Katakia & Prince Angulia Thamnails - Aryan Samal Editor - Siddhant Behera Make up- Niki Didi Production Manager - Priyambrat Sahoo ..... ....... Special Thanks To Cook Aunt And Our Team Kalinga Rasa🎬❤️‍🔥💟📽️🌈📀.