Перейти к содержимому

🙏ପ୍ରଭାସ ଯଜ୍ଞ 🙏// ଓଡ଼ିଆ ଗୀତିନାଟ୍ୟ // ଆୟୋଜକ- ମା' ଶାରଳା ଯୁବ ପରିଷଦ,ବ୍ରହ୍ମପୁରା(ପାଟରା ସାହି)

Priyanshu Parida

0:00 / 0:00

🙏ପ୍ରଭାସ ଯଜ୍ଞ 🙏// ଓଡ଼ିଆ ଗୀତିନାଟ୍ୟ // ଆୟୋଜକ- ମା' ଶାରଳା ଯୁବ ପରିଷଦ,ବ୍ରହ୍ମପୁରା(ପାଟରା ସାହି)

21 740 просмотров · 8 дн. назад
Priyanshu Parida
8,97 тыс. подписчиков
21 740 просмотров · 8 дн. назад
ମା' ଶାରଳା ଯୁବ ପରିଷଦ,ବ୍ରହ୍ମପୁରା(ପାଟରା ସାହି),ବାଙ୍କୀ, କଟକ ଆନୁକୂଲ୍ୟରେ ମା ଶାରଳା ଶାରଦୀୟ ପୂଜା କମିଟି ର ୪୯ତମ ବାର୍ଷିକ ଅବଦାନ ରେ ଓଡ଼ିଆ ପାରମ୍ପରିକ ତଥା ପୌରାଣିକ କଳା ଓ ସାହିତ୍ୟ କୁ ନେଇ ଏକ ଗୀତିନାଟ୍ୟ "ପ୍ରଭାସ ଯଜ୍ଞ" ମଞ୍ଚସ୍ଥ ହୋଇଥିଲା। ଏହି ଅବସରରେ ବିଶେଷ ଧନ୍ୟବାଦ ଦେବୁ ଗୀତିନାଟ୍ୟ ତଥା ଗୀତିନାଟ୍ୟରେ ବ୍ୟବହୃତ ହୋଇଥିବା ସମସ୍ତ ମୂଳ ବିଷୟ ଓ ଗୀତ ଗୁଡ଼ିକର ରଚୟିତା ମାନଙ୍କୁ। ସେମାନଙ୍କ ର ଏହି କାଳଜୟୀ ରଚନା କାରଣରୁ ଓଡ଼ିଶା ର ପୌରାଣିକ କଳା ଓ ସାହିତ୍ୟ ର ଉନ୍ନତି ହୋଇପାରୁଛି। ଆମେ "ମା ଶାରଳା ଯୁବ ପରିଷଦ" ର ସମସ୍ତ ସଦସ୍ୟ ମାନେ ଆଗରୁ ରଚନା ହୋଇଥିବା ଏହି ମୂଳ ବିଷୟ କୁ ବ୍ୟବହାର କରି ଓ ଆମ ର ସମସ୍ତ ଛୋଟ ବଡ଼ କଳାକାର ମାନଙ୍କୁ ନେଇ ଏହି ପୌରାଣିକ ଗାଥା କେଉଁଭଳି ଭାବେ ଆଗକୁ ଆହୁରି ଲୋକପ୍ରିୟ ହୋଇପାରିବ ସେଥି ନିମନ୍ତେ ଏହାକୁ ଆମ ମଞ୍ଚରେ ମଞ୍ଚସ୍ଥ କରିବା ପାଇଁ ଚେଷ୍ଟା କରିଛୁ। ଏହି କାର୍ଯ୍ୟ ପାଇଁ ଯଦି କାହାର ସମ୍ମାନ କ୍ଷୁର୍ଣ୍ଣ ହୋଇଛି ତାହେଲେ ଆମେ "ମା ଶାରଳା ଯୁବ ପରିଷଦ" ର ସମସ୍ତ ସଦସ୍ୟ ମାନେ ଏଥି ନିମନ୍ତେ କ୍ଷମା ପ୍ରାର୍ଥନା କରିବା ସହ ଦୁଃଖିତ। ଗୀତିନାଟ୍ୟ ସଂମ୍ପର୍କରେ ରେ ଅଧିକ କିଛି ଜାଣିବା ~Audio Credit (ମୂଳ ବିଷୟ,ସଙ୍ଗୀତ ର ରଚନା ଓ ରଚୟିତା) (୧) ଝିଅ ନୁହେଁ ତୁ ମୋର ମା' (Jhia Nuhne Tu Moro Maa) Original Video-    • Jhia Nuhe Tu Mora Maa ( ଝିଅ ନୁହେଁ ତୁ ମୋର ମ...   YouTube Channel- NS Flims Special Thanks to - Phonographic Digital Limited Singer: Satyajeet Pradhan Music: Rajat Mishra Lyrics : Dr Nirmal Nayak Rhythm: Babu Da Keyboard: Sunil Mohapatra Producer: Nirmal Samantaray Digital Support & Planning: Motion Digital Recording & Mixing: Sundarram Jagdala (୨) ଗୋ ରାଧେ ବଂଶୀ ଟି ଆମର ଦିଅ (Go Radhe Bansiti Amara Dia) Original Video-    • Go Radhe Bansiti Amara Dia | Sricharan Moh...   YouTube Channel- Odia Bhaktisagar by Pabitra Entertainment Special Thanks to - Believe Music Project No: PE6669 - Radhe Bansiti Amara Dia Singer: Sricharan Mohanty Music Director: Traditional Lyrics: Bhakta Salabega Design & Edited By: Ashirbad Swain Radio Partner- Odisha Radio Digital Partner- E Halchal Upload, Description & Published By: Somnath Mohapatra (୩) ପ୍ରଭାସ ଯଜ୍ଞ ଓଡ଼ିଆ ଗୀତିନାଟ୍ୟ Original Video-    • PRAVAS JANGYA // FULL JATRA//AUDIO   YouTube Channel- ANKITTELECASTING Banner-Sudambati Opera,Sudambati (୪) ପ୍ରଭାସ ଯଜ୍ଞ ଓଡ଼ିଆ ଗୀତିନାଟ୍ୟ Original Video-    • PRABHAS JAGYAN -  Odia Gitinatya | ପ୍ରଭାସ ...   YouTube Channel- JE Cassette Company Album : Pravasha Jagyan - Gitinatya Album No : JE-295 Singer: Subash Dash,Namita Das,Mamata Sahu Lyrics : Purna Chandra Panda Music : Narayan Singh Music Label : JE Music Music Released by: Sidharth Music ~Video Credit (ପୁନର୍ବାର ମଞ୍ଚରେ ତଥା ମଞ୍ଚ ର ପଛ ପାର୍ଶ୍ୱରେ ରହି ଅଭିନୟ କରିଥିବା କଳାକାର ଓ ସଦସ୍ୟ ସମୂହ) • ନିର୍ଦ୍ଦେଶନା ଓ ପରିକଳ୍ପନା - ଡ. ଦିଲ୍ଲୀପ କୁମାର ପାଲ୍ (7978865788) •ସହ ନିର୍ଦ୍ଦେଶନା - ଶ୍ରୀ ପ୍ରଦ୍ୟୁମ୍ନ ପରିମାଣିକ () •ମଞ୍ଚ ପରିଚାଳନା - ଶ୍ରୀ ଦାମୋଦର ପୃଷ୍ଟି •ପ୍ରଯୋଜନା - ମା ଶାରଳା ଯୁବ ପରିଷଦ,ପାଟରା ସାହି,ବ୍ରହ୍ମପୁରା,ବାଙ୍କୀ, କଟକ, ୭୫୪୦୦୮ •ଚିତ୍ରୋତ୍ତଳନ ଓ ସମ୍ପାଦନା - ପ୍ରିୟାଂଶୁ, ଚନ୍ଦନ, ହାପି ଓ ସ୍ୱାଧୀନ •ବିଶେଷ ସହାୟତା - ମା ଶାରଳା ଯୁବ ପରିଷଦ ର ସମସ୍ତ କର୍ମକର୍ତ୍ତା •ପୋଷାକ ଓ ପରିସଜ୍ଜା - •ମଞ୍ଚ ସାଜସଜ୍ଜା,ଲାଇଟ୍ ଆଣ୍ଡ ସାଉଣ୍ଡ - ମଦନ ମୁଦୁଲି ~ଅଭିନୟରେ: କରାଳ ବାହାନ (ପପୁନ୍) ବାଳକୃଷ୍ଣ (ସେଲ୍ସି) ଯୁଗଳ ମୂରତି କୃଷ୍ଣ (ମାମୁନି) ଯଦୂପତି କୃଷ୍ଣ (ଜୀବନ) ବଳରାମ (ଭାବ) ନନ୍ଦ (ଟୁଇଙ୍କଲ୍) ବାସୁଦେବ (ସୋନି) ନାରଦ (ଗୁଡୁ) ଶାମ୍ବ (ଆଦି) ସେନାପତି (ରୋମୁ) ରୁଦ୍ରବାହାନ (ରୂପ) ଗୋପାଳ ସମୂହ (ଲକ୍ଷ୍ମୀଧର,ରିଣ୍ଟୁ,ସାଇ, ଅଂଶୁ,ଗୁଗୁ,ସତ୍ୟ) ପୂଜାରୀ (ଚିନୁ, ସିତୁ, ଶୁଭମ୍) ଯଶୋଦା (ଲିଟିଲ୍) ଦେବକୀ (ଶୁଭଶ୍ରୀ) ପ୍ରଭା (ଲୋନି) ଲଳିତା (ଶ୍ରାବଣୀ) ବିଶାଖା (ସୋନାଲି) ରାଧା (ଶିବାନୀ) ରୁକ୍ମିଣୀ (ରିଙ୍କି)