🔴LIVE : Snana Yatra 2026 | ଶ୍ରୀକ୍ଷେତ୍ରେ ସ୍ନାନଯାତ୍ରା | Puri Deba Snana Purnima 2026 Live | Prarthana
Prarthana Life
0:00 / 0:00
🔴LIVE : Snana Yatra 2026 | ଶ୍ରୀକ୍ଷେତ୍ରେ ସ୍ନାନଯାତ୍ରା | Puri Deba Snana Purnima 2026 Live | Prarthana
306 025 просмотров · Трансляция закончилась 2 месяца назад
Prarthana Life
2,4 млн подписчиков
306 025 просмотров · Трансляция закончилась 2 месяца назад
🔴 ଶ୍ରୀକ୍ଷେତ୍ରେ ସ୍ନାନଯାତ୍ରାର ସିଧାପ୍ରସାରଣ..
ଚାହିଁ ବସିଛି ବଡ଼ଦାଣ୍ଡ, କୋଟି ଭକ୍ତ ହୋଇଛନ୍ତି ରୁଣ୍ଡ... ସ୍ନାନବେଦୀକୁ ଓହ୍ଲାଇ ଆସିବେ ଦାରୁଦିଅଁ..🙌🙏
ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଶ୍ରୀକ୍ଷେତ୍ର ପୁରୀଧାମରୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ବିଶ୍ୱପ୍ରସିଦ୍ଧ ସ୍ନାନଯାତ୍ରାର ଭକ୍ତିପୂତ ସିଧାପ୍ରସାରଣ (Live Telecast) ଦେଖନ୍ତୁ।
ସୁନା କୂଅରୁ ଆସିଥିବା ୧୦୮ ଗଢୁ ପବିତ୍ର ସୁବାସିତ ଜଳରେ ମହାପ୍ରଭୁଙ୍କ ମହାସ୍ନାନ ନୀତି ଏବଂ ଏହା ପରେ ସମସ୍ତ ଭକ୍ତଙ୍କ ଦୁଃଖ ହରଣ କରୁଥିବା ଦୁର୍ଲଭ "ଗଜାନନ ବେଶ" (ହାତୀ ବେଶ) ର ସମ୍ପୂର୍ଣ୍ଣ ସିଧାପ୍ରସାରଣ କେବଳ ପ୍ରାର୍ଥନା ଲାଇଫ୍ ରେ।
#SnanaYatra2026 #SnanaPurnima #SnanaPurnima2026 #SnanaPurnima2026Live #HatiBesha #JagannathLive #PuriJagannath #Live #PuriLive #LordJagannath #DebaSnanaPurnima #JayJagannath #SnanaJatra #SnanaJatraLive #RathaYatra2026 #OdishaFestivals #ଜଗନ୍ନାଥସ୍ନାନଯାତ୍ରା #ସ୍ନାନପୂର୍ଣ୍ଣିମା #PrarthanaLife
Odisha's Leading Entertainment Channel Prarthana Life.
►SUBSCRIBE to Prarthana channel.
/ @prarthanalife
►Like us on Facebook
/ prarthanalife
►Follow us on Instagram
https://www.instagram.com/prarthanali...
► Watch on TarangPlus app :
https://tarangplus.in/devotional-list
Visit our website for further details: www.prarthanatv.in