|| ଅତୁଳନୀୟ ସେ ପ୍ରେମ ||Lyrical Video||A Good Friday Song||Singer-HUMAN SAGAR||#jjjmusicpresentd
JJJ Music Presents
0:00 / 0:00
|| ଅତୁଳନୀୟ ସେ ପ୍ରେମ ||Lyrical Video||A Good Friday Song||Singer-HUMAN SAGAR||#jjjmusicpresentd
15 275 просмотров · 5 месяцев назад
JJJ Music Presents
17,6 тыс. подписчиков
15 275 просмотров · 5 месяцев назад
A NEW CHRISTIAN DEVOTIONAL SONG -26
JJJ MUSIC PRESENTS
LYRICAL VIDEO
Presenting You A Beautiful New Odia Christian Devotional Type Song For Good Friday From JJJ MUSIC PRESENT. We Hope This Good Friday Special Song Will Surely Touch All Your Heart. The Song Is Sung By HUMAN SAGAR In A Very Beautiful And Melodious Style. Lyrics & Music By -Jaga Jiban Jena & Music & Arrangement By Subham Samal
PRAISE THE LORD........SPECIALLY GOOD FRIDAY SONG...ସମସ୍ତ ଶ୍ରୋତା ମଣ୍ଡଳୀକୁ JJJ MUSIC PRESENT ତରଫରୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ନମସ୍କାର । ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ କୃଶିୟ ଉପଲକ୍ଷେ ପ୍ରଭୁଙ୍କ ପ୍ରଶଂସା ଓ ଗୌରବ ଉଦ୍ଦେଶ୍ୟରେ GOOD FRIDAY ପାଇଁ ଭେଟି ଦେଉଛୁ ଏକ ନୂତନ ମନଛୁଆଁ ଗୀତ"||ଅତୁଳନୀୟ ସେ ପ୍ରେମ" ||ନାମକ ଏକ ଦୁଃଖ ଭରା ଗୀତ।
ଏହି ଗୀତକୁ ଓଡ଼ିଶାର ଅତି ଜଣାଶୁଣା ଲୋକପ୍ରିୟ ଗାୟକ || ହ୍ୟୁମାନ ସାଗର || HUMAN SAGAR ||ଅତି ଚମତ୍କାର ଓ ମନଛୁଆଁ ଶୈଳୀରେ କଣ୍ଠଦାନ କରିଛନ୍ତି।
ଆଶା କରୁଛୁ ଏହି ନୂଆ|| "ଅତୁଳନୀୟ ସେ ପ୍ରେମ"|| ଦୁଃଖ ଭରା ଗୀତ ଆପଣ ମାନଙ୍କୁ ନିଶ୍ଚୟ ହୃଦୟକୁ ସ୍ପର୍ଶ କରିବ। ଗୀତକୁ ଶୁଣନ୍ତୁ ଏବଂ ପ୍ରଭୁଙ୍କର ଗୈାରବ କରନ୍ତୁ । ପ୍ରଭୁଙ୍କ ପ୍ରଶଂସା ଉଦ୍ଦେଶ୍ୟରେ କରାଯାଉଥିବା ଆମର ପରିଶ୍ରମ ଯେପରି ସାର୍ଥକ ହେବ ଏଥିନିମନ୍ତେ ନିତ୍ୟ ପ୍ରାର୍ଥନାରେ ତୋଳି ଧରନ୍ତୁ।
SONG CREDITS :
Song-ATULANIYA SE PREMA( ଅତୁଳନୀୟ ସେ ପ୍ରେମ )
Singer : HUMAN SAGAR
Music & Lyrics : JAGA JIBAN JENA ( 8917551589)
Arrangement & Programming : Bapi Samal
Producer -JIBAN JYOTI JENA (9348967036)
Recording & Mix : MRR STUDIO, CUTTACK
Mastering by : SAKTI BHAI
Edit -PRASANT PATNAIK
Production : JJJ MUSIC PRESENT
Poster Design : Parshuram Sagaria
WhatsApp : 9348967036
Contact : 9348967036
Praise the Lord
-----------------------------------------------
ଅଧର୍ମ ଲାଗି ମୋ ଯୀଶୁ-
କୃଶ ପରେ ଝୁଲିଲ
ମୋ ମୁକତି ଲାଗି ପ୍ରଭୁ
ଆପଣା ପ୍ରାଣ ଦେଲ--2
ଆହା କେଡେ ପ୍ରେମ -
ମୋ ପାଇଁ କରିଲ( 2)
ଅତୁଳନୀୟ ସେ ପ୍ରେମ-(2) =0=
ମୋ ମୁକ୍ତି କାରଣେ- ଆସିଥିଲ ଧାମେ
ପିତାଙ୍କ ଆଦେଶ ମାନି--2
ସହିବାକୁ ହେବ ଦାରୁଣ କଷଣ
ସମସ୍ତ ବିଷୟ ଜାଣି-2
ଆପଣା ଅଙ୍ଗରେ ଧାରଣ କରିଲ
ନିନ୍ଦା ଅପମାନ ଯାତନା ସହିଲ
ଅକଥନୀୟ ସେ ପ୍ରେମ =1=
ବହୁମୂଲ୍ୟ ତବ ପବିତ୍ର ଲହୁରେ
କଳୁଷତା ଧଉତ କଲ --2
ପ୍ରାଣ ଦେଇ ପ୍ରାଣ ମୋହର କିଣିଲ
ନୂତନ ଜୀବନ ଦେଲ-2
ପିତା ଇଶ୍ଵର ଙ୍କ ସଙ୍ଗେ ମିଳାଇଲ
ସରଗ ସିୟୋନେ ମୋତେ ସ୍ଥାନ ଦେଲ
ଅବର୍ଣ୍ଣନୀୟ ସେ ପ୍ରେମ--2=2=
-----'xxx------ସମାପ୍ତ----------×××------
#atulaniyasepremafulllyricalvideo26
#speciaygoodfridaysong
#jjjmusicpresent
#newchristiandevosionalsong
#jjjmusicpresent
#newodiachristianspecialsong
#humanesagarchristianspecialsong
#jjjmusicpresentchristiandebosionalspecialsongs
#newodiachristiansongs
#newodiachristmasspecialsongs
#odianewchristianspecialsongs
#musicmusicjjjmusicpresentchristians pecialsongs
#humanesagarchristiansongs
#odiachristiansongs2026
#newchristisnspecialsong
#asimapandachristiansongs
#jjjmusicpresentchristiansongs
#latestodiachristiansongs
#odiachristiansongs
#momukatilagipranadelasong
#jjjmusicpresent cristiansong
#newchristiansong
#newodiachristiansongs2026
#jjjmusicpresentchristiansong
#asimapanda
#jjjmusicpresent
#jjjmusicpresentchristiansong
#latestodiachristiansongs
#odianewchristiansong
#humanesagarchristiansongs
#amitpanichristiansongs
#shasanksekharchristiansongs
#jjjmusicprsentnewodiachristiansongs
#anayachristiansong
#jjjmusicpresentsalmanpalchristiansong
#jjjmusicpresentchristiansongs
#asimapandachristiansongs
#ananyasritamnandachristiansongs
#topodiachristiansongs
#bapisamal
#humanesagarsong
#humanesagar
#amitpani
#amitpanisong
#bidyutbhatrachristiansong
#jjjmusicpresentprasadlimamusic
#bijaymajhiofficial
#styelstudio4u
#abmusic
#newchristmassongs
ଅନ୍ୟ ସମସ୍ତ ସୁପର୍ ହିଟ୍ ଖ୍ରୀଷ୍ଟିଆନ ଗୀତ ଗୁଡ଼ିକର Links
ତଳେ ଦିଆଯାଇଛି ଦେଖି ନିଅନ୍ତୁ
# • Видео
-yUT-( ତୋ ପ୍ରିୟତମ ବୋଲ)
# • Видео RABBA MERE SAHARA)
# • Видео JUCK BOX)
# • Видео ଆଉ କେତେ କାଳ ବନ୍ଧୁ)
# • Видео ଦିନହିନ)
# • Видео ଶାନ୍ତି ରାଜନ)
# • Видео ମଧୁର ସୁବାସେ)
# • Видео ଆହେ ସୁଧାକର)
!!* ANTI-PIRACY WARNING *!!
This content is copyright to JJJ MUSIC PRESENT. Any unauthorized reproduction redistribution, re-upload (audio or video) is strictly prohibited of this material. Legal action will be taken against those who violate this copyright material presented.