Перейти к содержимому

ଅକ୍ଟୋବରରେ ଆସିଲେ ଛାନିଆ ହୁଅନ୍ତି ନବୀନଙ୍କ ଜିଲ୍ଲାବାସୀ | Odisha Reporter

Odisha Reporter

0:00 / 0:00

ଅକ୍ଟୋବରରେ ଆସିଲେ ଛାନିଆ ହୁଅନ୍ତି ନବୀନଙ୍କ ଜିଲ୍ଲାବାସୀ | Odisha Reporter

3 918 просмотров · 6 ч назад
Odisha Reporter
2,99 млн подписчиков
3 918 просмотров · 6 ч назад
ଅକ୍ଟୋବରରେ ଆସିଲେ ଛାନିଆ ହୁଅନ୍ତି ନବୀନଙ୍କ ଜିଲ୍ଲାବାସୀ | Odisha Reporter ଅକ୍ଟୋବର ଆସିଲେ ବାତ୍ୟା ଭୟରେ ଛାନିଆ ହୁଅନ୍ତି ଗଞ୍ଜାମବାସୀ! ବାତ୍ୟା ଆସିବାର ଆଶଙ୍କାରେ ଘରଦ୍ୱାର ଛାଡ଼ି ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଧାଉଁଛନ୍ତି ଲୋକେ। ହାତରେ ବ୍ୟାଗ୍, ସପ ଓ ଛତା, କୋଳରେ କଅଁଳ ଶିଶୁ, ସାଙ୍ଗରେ କୁନି କୁନି ପିଲା। ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଛାଡ଼ିଛନ୍ତି ନିଜ ଭିଟାମାଟି। ଏ ଦୃଶ୍ୟ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର। ଆଶ୍ରୟସ୍ଥଳୀର ଗୋଟିଏ ବଖରାରେ ଏକାଠି ରାତି କାଟୁଛନ୍ତି ଅନେକ ପରିବାର। ଓଡ଼ିଶା ହେଉ କି ଆନ୍ଧ୍ରପ୍ରଦେଶ, ଅକ୍ଟୋବର ମାସରେ ବାତ୍ୟାର ଆଶଙ୍କା ଉପକୂଳବାସୀଙ୍କ ମନରେ ଛନକା ପୂରାଏ। ପ୍ରାକୃତିକ ବିପର୍ଯ୍ୟୟର ଭୟ ଭିତରେ ଘର ଛାଡ଼ି ଆଶ୍ରୟସ୍ଥଳୀରେ ରହିବାକୁ ବାଧ୍ୟ ହେଉଛନ୍ତି ଲୋକେ। କାହିଁକି ଅକ୍ଟୋବର ଆସିଲେ ବାତ୍ୟା ଭୟ ଘାରେ ଗଞ୍ଜାମବାସୀ? କେମିତି କାଟୁଛନ୍ତି ଆଶ୍ରୟସ୍ଥଳୀରେ ରାତି? ଦେଖନ୍ତୁ ଏହି ସ୍ୱତନ୍ତ୍ର ରିପୋର୍ଟ। ଓଡ଼ିଶାର ସମସ୍ତ ଗୁରୁତ୍ୱପୂର୍ଣ୍ଣ ଖବର, ପାଣିପାଗ ଅପଡେଟ୍ ଓ ଗ୍ରାଉଣ୍ଡ ରିପୋର୍ଟ ପାଇଁ ଦେଖୁଥାନ୍ତୁ Odisha Reporter। #OdishaReporter #Cyclone #Ganjam #Digapahandi #OdishaNews #CycloneAlert #OctoberCyclone #CycloneShelter #GroundReport #OdishaWeather #ଆଶ୍ରୟସ୍ଥଳୀ #ବାତ୍ୟାଭୟ #ଗଞ୍ଜାମ #ଦିଗପହଣ୍ଡି #ଓଡ଼ିଶାଖବର #ଅକ୍ଟୋବରବାତ୍ୟା #ଉପକୂଳବାସୀ Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter