Перейти к содержимому

ଇଷ୍ଟ ସାଧୁପାଉଲଙ୍କ ସ୍ୱର୍ଣ୍ଣଜୟନ୍ତୀ ପାଳନ ବଡ଼ଗାଁ ମଣ୍ଡଳୀ(Golden Jubilee Celebration of Saint Paul) Badagan

Basuofficiall

0:00 / 0:00

ଇଷ୍ଟ ସାଧୁପାଉଲଙ୍କ ସ୍ୱର୍ଣ୍ଣଜୟନ୍ତୀ ପାଳନ ବଡ଼ଗାଁ ମଣ୍ଡଳୀ(Golden Jubilee Celebration of Saint Paul) Badagan

1 177 просмотров · 2 месяца назад
Basuofficiall
282 подписчика
1 177 просмотров · 2 месяца назад
ପ୍ରଭୁ ଯୀଶୁଙ୍କ ଅସୀମ ଦୟାରୁ ବଡ଼ଗାଁ କ୍ୟାଥଲିକ ମଣ୍ଡଳୀ ସ୍ଥାପନ ର ୫୦ବର୍ଷ ପୂର୍ଣ୍ଣ ର ସ୍ୱର୍ଣ୍ଣ ଯୁବିଲି ପାଳନ କରିଅଛୁ. ସଦା ପ୍ରଭୁଙ୍କ ଗୌରବ ମହିମା ହେଉ. ଈଶ୍ୱରଙ୍କ ଗୌରବ ନିମନ୍ତେ ଦୀର୍ଘ ପଚାଷ ବର୍ଷ ସଦାପ୍ରଭୁ ଆମ ଉପରେ ସଦୟ ଦୃଷ୍ଟିପାତ କରିଅଛନ୍ତି। ଆପଣମାନେ ପ୍ରଭୁଙ୍କର ଗୌରବ କରନ୍ତୁ ଏହା ଅତି ପବିତ୍ର ଏବଂ ଆନନ୍ଦର ଉତ୍ସବ ଅଟେ। ସାଧୁ ପାଉଲଙ୍କ ନାମରେ ନାମିତ ଅନୁଷ୍ଠାନର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜନ କରାଯାଇଥିଲା।ଏହି ଗୌରବମୟ ଉତ୍ସବ ସଫଳ ହେଲା ସାଧୁ ପାଉଲଙ୍କ ମୁଖ୍ୟ ବାର୍ତ୍ତାଏହି ସ୍ୱର୍ଣ୍ଣ ଜୟନ୍ତୀ ଅବସରରେ ଆମେ ତାଙ୍କର କିଛି ମହତ୍ ବାଣୀକୁ ମନେ ପକାଇବା ଉଚିତ : ପରସ୍ପରକୁ ଭଲ ପାଇବା ଏବଂ ଆଦର କରିବା।ସମାଜରେ ଶାନ୍ତି ଓ ଏକତା ବଜାୟ ରଖିବା।ସର୍ବଦା କ୍ଷମାଶୀଳ ହେବା #basuofficial16 #goldenjubilee #celebrationofsaintpaul #badaganvillage #aasaheaasahe #karuchhipaposwikara #arapuchutumasreecharane #dahapinjanamuprabhu #urdhareheujayaparameswarankara