Exclusive Interview With BJD MLA Arabinda Mohapatra || Son Of Bijoy Mohapatra || OR
Odisha Reporter
0:00 / 0:00
Exclusive Interview With BJD MLA Arabinda Mohapatra || Son Of Bijoy Mohapatra || OR
81 255 просмотров · 1 год назад
Odisha Reporter
2,98 млн подписчиков
81 255 просмотров · 1 год назад
କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ଅରବିନ୍ଦ ମହାପାତ୍ର । ବାପାଙ୍କ ଭଳି ତଥ୍ୟଭିତ୍ତିକ କଥା ଉପରେ ବିଶ୍ବାସ ରଖୁଥିବା ଅରବିନ୍ଦ ରୋକଠୋକ ଭାବେ କହୁଛନ୍ତି, ପାଣ୍ଡିଆନ ନ ବୁଲିଥିଲେ ଆମେ ନିଶ୍ଚିତ ବିଜୟଲାଭ କରିଥାଆନ୍ତୁ। ନବୀନଙ୍କ ନେତୃତ୍ବ ଉପରେ ସେ ବିଶ୍ବାସ ରଖିଛନ୍ତି। ଖାତା- କଲମ ଧରି ବିଧାନସଭାରେ ଅଙ୍କ କଷୁଥିବା ଅରବିନ୍ଦଙ୍କ ପ୍ରଶ୍ନ, ପୁଲିସ ତମର , ପ୍ରଶାସନ ତମର କିନ୍ତୁ କାର୍ଯ୍ୟାନୁଷ୍ଠାନ କାହିଁକି ହେଉନି ? ସତ ସାମ୍ନାକୁ ବାହାର କର ଆଉ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ବାନ୍ଧ । 24 ବର୍ଷ ଶାସନ ଭିତରେ ବିଜେପିର ବି ଦୀର୍ଘବର୍ଷ ଭାଗିଦାର ଅଛି ତେଣୁ ବିଜେପି ମଧ୍ୟ ଉତ୍ତରଦାୟୀ ରହିବ। Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: https://www.instagram.com/odisharepor... #ExclusiveInterview #podcast #podcastshow #ExclusiveInterviewWithBJDMLA #ArabundaMohaptara #BijoyMohaptra #NaveenPattnaik #PatakuraMLA #Kendrapara #BJPGovernment #MohanCharanaMajhi