🙏ଚକାନୟନ ରେ ଚକା ନୟନ 🙏 # chakanayan re chakanayan❤️# odia jagannath bhajan
LAXMINARAYAN PRODUCTION
0:00 / 0:00
🙏ଚକାନୟନ ରେ ଚକା ନୟନ 🙏 # chakanayan re chakanayan❤️# odia jagannath bhajan
514 просмотров · 8 дней назад
LAXMINARAYAN PRODUCTION
178 подписчиков
514 просмотров · 8 дней назад
🙏ଜୟ ଜଗନ୍ନାଥ 🙏
❤️❤️ଆମର ପ୍ରିୟ ଆରାଧ୍ୟ ଦେବତା, ଶ୍ରୀ ଜଗନ୍ନାଥ ସବୁବେଳେ ଭିନ୍ନ ଭିନ୍ନ ରୂପରେ ଆମ ପାଖରେ ରହିଛନ୍ତି ଗୀତିକାର ବିମଳ କୃଷ୍ଣଙ୍କ ଦ୍ଵାରା ଲିଖିତ ଏବଂ ଲକ୍ଷ୍ମୀନାରାୟଣ ପ୍ରଡକ୍ସନ୍ ଦ୍ଵାରା ପ୍ରସ୍ତୁତ ଏଇ ଭଜନ ଟି ନିଶ୍ଚିତ ଭାବେ ଆପଣ ମାନଙ୍କ ଭକ୍ତି ଭାବ କୁ ଦ୍ବିଗୁଣିତ କରିବ । ଏହି ଭକ୍ତିପୂର୍ଣ୍ଣ ଓ ଆକର୍ଷଣୀୟ ଭଜନ ଟିକୁ ଭଲ ଲାଗିଲେ ଆମ channel ଟିକୁ subscribe like and share କରନ୍ତୁ।❤️❤️❤️
, ❤️:Music Production House : LAXMI NARAYAN PRODUCTION❤️
Lyrics (ଗୀତିକାର): Vimal krishna
lyric :
ଫୁଲ ହୋଇ ଫୁଟୁ ତୁ ରେ ଗଛ,ଡାଳରେ
ହସ ହୋଇ ଖେଳି ଯାଉ ସବୁରି ଓଠରେ
ଫୁଲ ହୋଇ ଫୁଟୁ ତୁ ରେ ଗଛ,ଡାଳରେ
ହସ ହୋଇ ଖେଳି ଯାଉ ସବୁରି ଓଠରେ
####
ମହୁ ହୋଇ ଝରି ଯାଉ ଶିଶୁଙ୍କ ମୁହଁରୁ
ବର୍ଷା ହେଇ ଝରୁ ପୁଣି ଜଗାରେ ମେଘରୁ...
ବହି ଯାଉ ହେଇ ତୁରେ ମଳୟ ପବନ
ବାସ୍ନା ରେ ମହକୁ ଜଗା ହୋଇ ତୁ ଚନ୍ଦନ .
କିଏ ତତେ ବୁଝିବ ରେ କଳା ବଦନ
ଭକ୍ତ ପ୍ରାଣ ଧନ ତୁ ତ ଭକତ ଜୀବନ
ଚକା ନୟନ ରେ ଚକା ନୟନ
ଚକା ନୟନ ରେ ଚକା ନୟନ .....
ଚକା ନୟନ ରେ ଚକା ନୟନ
ଚକା ନୟନ ରେ ଚକା ନୟନ....
1 st verse
ତୋ ପରି କେ ହବ କହରେ କାଳିଆ
କାନ୍ଦୁଥିଲେ ଲୁହ ପୋଛି ଦେବ
ହଜି ଯାଇ ଥିଲେ ଖୋଜି ଆଣିବରେ
ରୁଷିଗଲେ ମନେଇ ଦେବ
ତୋ ପରି କେ ହବ କହରେ କାଳିଆ
କାନ୍ଦୁଥିଲେ ଲୁହ ପୋଛି ଦେବ
ହଜି ଯାଇ ଥିଲେ ଖୋଜି ଆଣିବରେ
ରୁଷିଗଲେ ମନେଇ ଦେବ
ସବୁବେଳେ ମୋର ପାଖେ ପାଖେ ରହି
ବାଟ ମୋତେ ବତେଇବ
ଭଲ ରେ ମନ୍ଦରେ ସାହସ ଦେବ ରେ
ଭାଇ ପରି ସାହା ହେବ...
##
ମାଆ ର ହୃଦ ରୁ ଝରି ଯାଉ ଜଗା
ମମତା ର ନଈ ହୋଇ
ବାପାଙ୍କ ହାତରୁ ବହି ଆସୁ ତୁରେ
ଆଶୀର୍ବାଦ ଧାରା ହୋଇ
କିଏ ତତେ ବୁଝିବ ରେ କଳା ବଦନ
ଭକ୍ତ ପ୍ରାଣ ଧନ ତୁ ତ ଭକତ ଜୀବନ
ଚକା ନୟନ ରେ ଚକା ନୟନ
ଚକା ନୟନ ରେ ଚକା ନୟନ .....
ଚକା ନୟନ ରେ ଚକା ନୟନ
ଚକା ନୟନ ରେ ଚକା ନୟନ....
####3 rd verse )
ତୋ ପରି ଠାକୁର ଆଉ କେ ଅଛିରେ
ଡାକି ଦେଲେ ଥରେ ଓ କରିବ
ଜଗା ଜଗା ବୋଲି ଡାକିଦେଲେ ଜଗା
ଭକତ ପାଖକୁ ଧାଇଁ ଆସିବ
########
ତୋ ପରି ଠାକୁର ଆଉ କେ ଅଛିରେ
ଡାକି ଦେଲେ ଥରେ ଓ କରିବ
ଜଗା ଜଗା ବୋଲି ଡାକିଦେଲେ ଜଗା
ଭକତ ପାଖକୁ ଧାଇଁ ଆସିବ
ଛାଇ ପରି ଭକ୍ତ ସାଥେ ସାଥେ ରହି
ଭରସା ଯୋଗାଇ ଦେବ
ଭକ୍ତର ଦୁଃଖ କୁ ଦୂର କରି ସେତ
ମାୟା ସଂସାର ରୁ ଉଦ୍ଧାରି ନେବ
###
ଆଲୋକ ହୋଇ ତୁ ଝରି ଯାଉ ଜଗା
ଅନ୍ଧାର ନାଶିବା ପାଇଁ
ଗଙ୍ଗା ହେଇ ଜଗା ଝରି ଆସୁ ତୁରେ
ପାପ କୁ ନାଶିବା ପାଇଁ
କିଏ ତତେ ବୁଝିବ ରେ କଳା ବଦନ
ଭକ୍ତ ପ୍ରାଣ ଧନ ତୁ ତ ଭକତ ଜୀବନ
ଚକା ନୟନ ରେ ଚକା ନୟନ
ଚକା ନୟନ ରେ ଚକା ନୟନ .....
ଚକା ନୟନ ରେ ଚକା ନୟନ
ଚକା ନୟନ ରେ ଚକା ନୟନ....
ଫୁଲ ହୋଇ ଫୁଟୁ ତୁ ରେ ଗଛ,ଡାଳରେ
ହସ ହୋଇ ଖେଳି ଯାଉ ସବୁରି ଓଠରେ
ଫୁଲ ହୋଇ ଫୁଟୁ ତୁ ରେ ଗଛ,ଡାଳରେ
ହସ ହୋଇ ଖେଳି ଯାଉ ସବୁରି ଓଠରେ
####
ମହୁ ହୋଇ ଝରି ଯାଉ ଶିଶୁଙ୍କ ମୁହଁରୁ
ବର୍ଷା ହେଇ ଝରୁ ପୁଣି ଜଗାରେ ମେଘରୁ...
ବହି ଯାଉ ହେଇ ତୁରେ ମଳୟ ପବନ
ବାସ୍ନା ରେ ମହକୁ ଜଗା ହୋଇ ତୁ ଚନ୍ଦନ .
କିଏ ତତେ ବୁଝିବ ରେ କଳା ବଦନ
ଭକ୍ତ ପ୍ରାଣ ଧନ ତୁ ତ ଭକତ ଜୀବନ
ଚକା ନୟନ ରେ ଚକା ନୟନ
ଚକା ନୟନ ରେ ଚକା ନୟନ .....
ଚକା ନୟନ ରେ ଚକା ନୟନ
ଚକା ନୟନ ରେ ଚକା ନୟନ....
#Jagannath #OdiaBhajan #LaxminarayanProduction #VimalKrishna #Puri #JagannathTemple #BhaktiGeet #OdiaCulture #NewOdiaSong #Devotional #JagannathSwami #Odisha #Kalia #JagannathPreeti
⚠️ Disclaimer (ସତର୍କତା ସୂଚନା)Copyright Disclaimer: This audio-visual content is the property of Laxminarayan Production. All rights reserved. The song "Kalia To Chahani Re Ki Jadu Achhi" written by Vimal Krishna is presented here for devotional, cultural, and entertainment purposes only. Any unauthorized re-upload, reproduction, or distribution of this content on any other platform is strictly prohibited and may face legal action.
ବିଶେଷ ସୂଚନା: ଏହି ଭିଡିଓରେ ବ୍ୟବହୃତ ସମସ୍ତ ଚିତ୍ର (Pictures) ଗୁଡ଼ିକ VFX ଏବଂ AI (Artificial Intelligence) ଦ୍ୱାରା ନିର୍ମିତ। ଏହା କେବଳ ଭକ୍ତି ଏବଂ ମନୋରଞ୍ଜନ ଉଦ୍ଦେଶ୍ୟରେ ତିଆରି କରାଯାଇଛି। କାହାରି ମନୋଭାବକୁ ଆଘାତ ଦେବା ବା କାହାକୁ କ୍ଷତି ପହଞ୍ଚାଇବା ଆମର ଉଦ୍ଦେଶ୍ୟ ନୁହେଁ।