Перейти к содержимому

Tally Prime MRP Setting in Odia | କେମିତି Set କରିବେ? | Full Tutorial

INTEGRA COMPUTER

0:00 / 0:00

Tally Prime MRP Setting in Odia | କେମିତି Set କରିବେ? | Full Tutorial

84 просмотра · 2 нед. назад
INTEGRA COMPUTER
151 подписчик
84 просмотра · 2 нед. назад
📘 Tally Prime MRP Setting in Odia | କେମିତି Set କରିବେ? ଏହି ଭିଡିଓରେ ଆମେ ଶିଖିବା Tally Prime ରେ MRP (Maximum Retail Price) କେମିତି Set କରିବେ। ଯଦି ଆପଣ Tally Prime ଶିଖୁଛନ୍ତି କିମ୍ବା ନିଜ ବ୍ୟବସାୟରେ Stock Item ର MRP maintain କରିବାକୁ ଚାହୁଁଛନ୍ତି, ତେବେ ଏହି Odia tutorial ଆପଣଙ୍କ ପାଇଁ ଉପଯୋଗୀ ହେବ। ✅ ଏହି ଭିଡିଓରେ ଶିଖିବେ: 00:00- What is MRP? 05:00- MRP Rule 09:06- Example 13:50- Create a new company 20:37- Stock Item Creations (With MRP Settings) 28:57- Tansection ଏହି ଭିଡିଓଟି ଭଲ ଲାଗିଲେ Like କରନ୍ତୁ, ଆପଣଙ୍କ ସାଙ୍ଗମାନଙ୍କ ସହ Share କରନ୍ତୁ ଏବଂ ଏଭଳି ଅଧିକ Tally Prime tutorials ଓଡ଼ିଆରେ ଶିଖିବା ପାଇଁ Channel କୁ Subscribe କରନ୍ତୁ। 🔔 ନୂଆ ଭିଡିଓ ପାଇଁ Bell Icon ଦବାଇବାକୁ ଭୁଲନ୍ତୁ ନାହିଁ! Instagram:-   / integracomputer