Перейти к содержимому

ଏମିତି ଲକ୍ଷଣ ଥିଲେ ଜାଣିବେ ଆପଣଙ୍କର PCOD/PCOS ଥାଇପାରେ | PCOD Symptoms.

Guddys good life

0:00 / 0:00

ଏମିତି ଲକ୍ଷଣ ଥିଲେ ଜାଣିବେ ଆପଣଙ୍କର PCOD/PCOS ଥାଇପାରେ | PCOD Symptoms.

326 просмотров · 14 ч назад
Guddys good life
527 подписчиков
326 просмотров · 14 ч назад
PCOD/PCOS ଆଜିକାଲି ଅନେକ ମହିଳାଙ୍କଠାରେ ଦେଖାଯାଉଛି। ମାସିକ ଧର୍ମ ଅନିୟମିତ ହେବା, ଓଜନ ବଢ଼ିବା acne/pimples, hair fall, ମୁହଁରେ ଅଧିକ hair growth ଭଳି କିଛି ଲକ୍ଷଣ PCOD/PCOS ସହିତ ଜଡ଼ିତ ହୋଇପାରେ। ଏହି ଭିଡିଓରେ PCOD/PCOS ର କିଛି ସାଧାରଣ ଲକ୍ଷଣ ବିଷୟରେ ମୋ ଅନୁଭବ ଓ ସୂଚନା ସହିତ ସହଜ ଭାବରେ କହିଛି । ⚠️ କେବଳ ଲକ୍ଷଣ ଦେଖି PCOD/PCOS ନିଶ୍ଚିତ କରିହେବ ନାହିଁ। ଏଭଳି ସମସ୍ୟା ଥିଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ଭିଡିଓଟି ଭଲ ଲାଗିଲେ Like ❤️ Comment 💬 କରନ୍ତୁ ଏବଂ Channelକୁ Subscribe କରନ୍ତୁ। #PCOD #PCOS #PCODSymptoms #PCOSSymptoms #PCODAwareness #WomensHealth #OdiaVlog #GuddysGoodLife