Перейти к содержимому

କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ମୁହାଁମୁହିଁ! ମାଗଣା ସୋଲାର ସିଷ୍ଟମ୍, ନାମଫଳକ ଓ ନିର୍ବାଚନକୁ ନେଇ ତେଜିଲା ଉତ୍ତେଜନା

Prameya News7

0:00 / 0:00

କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ମୁହାଁମୁହିଁ! ମାଗଣା ସୋଲାର ସିଷ୍ଟମ୍, ନାମଫଳକ ଓ ନିର୍ବାଚନକୁ ନେଇ ତେଜିଲା ଉତ୍ତେଜନା

4 829 просмотров · 1 дн. назад
Prameya News7
2,33 млн подписчиков
4 829 просмотров · 1 дн. назад
Odisha vs Andhra Pradesh in Kotia: Solar Systems, Signboard Row and Panchayat Election Tensions | କୋଟିଆରେ ଆନ୍ଧ୍ରର ନିର୍ବାଚନକୁ ନେଇ ତେଜିଲା ବିବାଦ। ପ୍ରସଙ୍ଗରେ ଓଡ଼ିଶା ଓ ଆନ୍ଧ୍ର ମଧ୍ଯରେ ଛକାପଞ୍ଝା ଆରମ୍ଭ ହୋଇଯାଇଛି। କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନକୁ ଚେକ୍ ମେଟ୍ । ଆନ୍ଧ୍ରର ରାସ୍ତା ରୋକିବାକୁ ସୀମା ସିଲ୍ କରିବ କୋରାପୁଟ ଜିଲ୍ଲା ପ୍ରଶାସନ। ସେପଟେ କୋଟିଆ ବାସିନ୍ଦାଙ୍କୁ ପ୍ରଲୋଭିତ କରିବାକୁ ସୀମାନ୍ତ ଗ୍ରାମଗୁଡ଼ିକରେ ଯୁଦ୍ଧକାଳୀନ ଭିତ୍ତିରେ ଆନ୍ଧ୍ର ପକ୍ଷରୁ ଲଗାଯାଉଛି ମାଗଣା ସୋଲାର ସିଷ୍ଟମ୍। କେବଳ ସେତିକି ନୁହଁ, କୋଟିଆରେ କୋରାପୁଟ୍ ଜିଲ୍ଲା ପ୍ରଶାସନ ଭାଙ୍ଗି ଦେଇଥିବା ନାମଫଳକକୁ, ଆନ୍ଧ୍ରର ଅଧିକାରୀମାନେ ପୁଣି ଲଗାଉଛନ୍ତି। ଆଉ ଏହାରି ଭିତରେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଛନ୍ତି ରାଜ୍ଯ ସରକାର। .... #KotiaDispute #KotiaBorderIssue #OdishaAndhraDispute #KotiaPanchayatElection #KoraputNews #OdishaGovernment #AndhraPradesh #SupremeCourt #KotiaNews #BorderDispute #OdishaPolitics #OdiaNews #prameyanews7 Prameya News7, is a leading Odia News Channel of Odisha, India. Prameya News7 provides Fair, Unbiased news from Odisha and beyond. For Latest News Follow us on: Website: http://www.prameyanews7.com/ YouTube:    / prameyanews7odia   Twitter:   / news7odia   Facebook:   / news7odia   Instagram:   / prameyanews7   Podcast:    • News7 Podcast   Playlists :- Doctor's Pathshala:    • Doctor's Pathshala   ରୋଜଗାର:    • ROJAGAR | ରୋଜଗାର | News7 Odia   Maganna Oligi:    • Maganna Oligi   ଆରୋଗ୍ୟମ:    • Arogyam   ବଜାର News:    • ବଜାର News | Bazar News   ବିଜନେସ ବିଶେଷ:    • ବିଜନେସ ବିଶେଷ | Business Bisesh   Biswas Abiswas Andhabiswas:    • Biswas Abiswas Andhabiswas   Face To Face:    • Face To Face   Ebe Bi Rahasya:    • Ebe Bi Rahasya   Explore Odisha Season 3:    • Explore Odisha Season 3   Breakfast Odisha:    • Breakfast Odisha News7   Digital Special Stories:    • Digital Special Stories   #PrameyaNews7 #News7 #OdishaNews