Massive Eviction Drive At Unit 1 Haat In Bhubaneswar; Modern Parking Planned | Argus News
Argus News
0:00 / 0:00
Massive Eviction Drive At Unit 1 Haat In Bhubaneswar; Modern Parking Planned | Argus News
918 просмотров · 5 часов назад
Argus News
1,94 млн подписчиков
918 просмотров · 5 часов назад
Massive Eviction Drive At Unit 1 Haat In Bhubaneswar; Modern Parking Planned | Argus News
ଭୁବନେଶ୍ୱର ୧ ନମ୍ବର ହାଟ ନିକଟସ୍ଥ ପ୍ଲାଷ୍ଟିକ୍ ବଜାର ଉପରେ BMC ଓ BDA ପକ୍ଷରୁ ମିଳିତ ଭାବେ ବଡ଼ ଧରଣର ଜବରଦଖଲ ଉଚ୍ଛେଦ କରାଯାଇଛି। କ୍ୟାପିଟାଲ ଥାନା ପାର୍ଶ୍ୱ ଅଞ୍ଚଳରୁ ସମସ୍ତ ବ୍ୟବସାୟୀଙ୍କୁ ହଟାଇ ସମ୍ପୂର୍ଣ୍ଣ ଜାଗାକୁ ଟିଣ ଓ ତାର ବାଡ଼ ବୁଲାଇ ସିଲ୍ କରାଯାଇଛି। ଟ୍ରାଫିକ୍ ସମସ୍ୟା ଦୂର କରିବା ପାଇଁ ଏହି ସ୍ଥାନରେ ଏକ ଅତ୍ୟାଧୁନିକ ପାର୍କିଂ ପଏଣ୍ଟ ନିର୍ମାଣ କରିବାକୁ ଯୋଜନା ରହିଛି।
#Unit1Haat #Bhubaneswar #BMCEviction #OdishaNewsUpdates #CapitalPoliceStation #HaatEviction #SmartCityBhubaneswar #OdishaLatestNews #BhubaneswarNews #OdishaLocalNews #BMCNews #OdishaNews #OdiaNews #BreakingNews #ArgusNews
-----
'ଅର୍ଗସ ନ୍ୟୁଜ୍' ଓଡ଼ିଶାର ଅଗ୍ରଣୀ ନ୍ୟୁଜ୍ ଚ୍ୟାନେଲମାନଙ୍କ ମଧ୍ୟରୁ ଗୋଟିଏ । ଆମେ ସବୁବେଳେ ଲୋକଙ୍କ ପାଖରେ ତାଜା ଖବର ସହ ନିର୍ଭୁଲ ଏବଂ ସଠିକ୍ ଖବର ପହଞ୍ଚାଇବାକୁ ଚେଷ୍ଟା କରୁ । ରାଜନୀତି ସମ୍ପର୍କିତ ଖବର ସହ ବ୍ରେକିଂ ଖବର, ଖେଳ ଖବର, ରାଜ୍ୟର ଗୁରୁତ୍ୱପୂର୍ଣ୍ଣ ଖବର, ସ୍ୱାସ୍ଥ୍ୟ ଓ ବ୍ୟବସାୟ ସମ୍ପର୍କିତ ଖବର ଦେଖାଇବାରେ ଆମେ ସବୁବେଳେ ଅନ୍ୟମାନଙ୍କଠାରୁ ଭିନ୍ନ । ତେଣୁ ରାଜ୍ୟର ଯେ କୌଣସି ଖବର ପାଇଁ ଆମ ସହ ଯୋଡ଼ି ହେଇ ରୁହନ୍ତୁ, ଆଉ ଦେଖୁଥାନ୍ତୁ ଅର୍ଗସ ନ୍ୟୁଜ୍ ।
Argus News brings you the latest and most reliable news updates from Odisha, India, and around the world. As Odisha’s fastest-growing news channel, Argus News is available on satellite TV and across multiple digital platforms, delivering news with speed, accuracy, and responsibility.
****
Visit Our Official Website: https://www.argusnews.in/ (Odia)
Visit Our Official Website: https://argusenglish.in/ (English)
iOS App: http://bit.ly/ArgusNewsiOSApp
Android App: http://bit.ly/ArgusNewsAndroidApp
Live TV: https://argusnews.in/live-tv/
Facebook: / argusnews.in
Youtube : / theargusnewsodia
Twitter: / argusnews_in
Instagram: / argusnewsin
Argus News Is Available on:
TataPlay channel No - 1780
Airtel TV channel No - 609
Dish TV channel No - 1369
d2h channel No - 1757
SITI Networks HYD - 12
Hathway - 732
GTPL KCBPL - 713
SITI Networks Kolkata - 460
& other Leading Cable Networks
You Can WhatsApp Us Your News On- 8480612900
***
#ArgusNews #ArgusNewsLive #ArgusNewsOdisha #ArgusDigital #ArgusSpecial #ArgusNewsOdia #ArgusUpdate