Перейти к содержимому

ଆଳୁ ଚାଷ ବୈଜ୍ଞାନିକ ପଦ୍ଧତିରେ POTATO CULTIVATION

KRUSHI SAMPADA

0:00 / 0:00

ଆଳୁ ଚାଷ ବୈଜ୍ଞାନିକ ପଦ୍ଧତିରେ POTATO CULTIVATION

102 004 просмотра · 5 л. назад
KRUSHI SAMPADA
240 тыс. подписчиков
102 004 просмотра · 5 л. назад
Hi Arabinda Sahoo Agriculturist krushi sampada ଆଳୁ ଚାଷ ଏକ ଲାଭ ଜନକ ଚାଷ।ଏହା ସାଧାରଣତଃ October ରୁ November ମାସରେ ଚାଷ କରାଯାଏ।ଆଳୁ 80-120 ଦନରେ ଅମଳ ହୋଇଥାଏ।ଏହାର ବିଭିନ୍ନ କିସମ ମଧ୍ୟରେ ସଅଳ କିସମ କୁଫ୍ରି ଅଶୋକ, କୁଫ୍ରି ଚନ୍ଦ୍ରମୁଖୀ,କୁଫ୍ରି ଜଭାର ମାଧ୍ୟମ କିସମ ମଧ୍ୟରେ କୁଫ୍ରି ସୂର୍ଯ୍ୟ, କୁଫ୍ରି ଜ୍ୟୋତି,କୁଫ୍ରି ଲଳିମା , ବିଳମ୍ବ କିସମ ମଧ୍ୟରେ କୁଫ୍ରି ସିନ୍ଦୁରି।ଏହାକୁ Mancozeb 75%WP lit ପ୍ରତି 3gm ହିସବାରେ ବିଶୋଧନ କରି କରନ୍ତୁ।ଲଗାଇବା ପୂର୍ବରୁ Chloropyriphos ଏକର ପ୍ରତି 10kg ଓ Bleaching powder 5kg ପ୍ରୟୋଗ କରନ୍ତୁ।ସାର ହିସବାରେ DAP 50Kg ୟୁରିଆ 30kg ଓ potash36kg ଏକର ପ୍ରତି ପ୍ରୟୋଗ କରନ୍ତୁ। ମିଳିତ ଅନୁସର planted ଏକର ପ୍ରତି 10kg ପ୍ରୟୋଗ କରନ୍ତୁ।20-25 ଦିନ ବେଳକୁ ୟୁରିଆ 25kg ଓ ଜୈବିକ ସାର BIOZYME 12kg ପ୍ରୟୋଗ କରନ୍ତୁ।45ଦିନ ବେଳକୁ ୟୁରିଆ45kg ଓ potash 30kg ପ୍ରୟୋଗ କରନ୍ତୁ ।ହର୍ମୋନ Paclobutrazole 23℅SC ଏକର ପ୍ରତି 70-75ml ଅପରାହ୍ନରେ ଫସଲର 75-85 ଦିନରେ ସ୍ପ୍ରେ କରନ୍ତୁ।ସଅଳ କିସମର ପ୍ରୟୋଗ କରନ୍ତୁ ନାହିଁ।ଏକର ପ୍ରତି 30-40ହଜାର ଟଙ୍କା ଲାଭ ହୋଇଥାଏ। Thank you KRUSHI SAMPADA WATCH NEXT : ଗୋ ଅର୍କ    • Видео   ବାଇଗଣ ଫଳବିନ୍ଧା ଓ କାଣ୍ଡ ବିନ୍ଧା    • FRUIT AND SHOOT BORER MANAGEMENT OF BRINJA...   ବଉଳ ଫୁଲ ଓ କଷି ଝଡ଼ିବା    • STOP FLOWER AND FRUIT DROP OF MANGO ଆମ୍ବ ବ...   ଫୁଲକୋବି ପୋକ ନିୟନ୍ତ୍ରଣ    • କୋବି ଫସଲର ପୋକ ନିୟନ୍ତ୍ରଣ    Pest Management...   #potatocultivatio #fertilizerpotato #potato #krushisampada #odia