Перейти к содержимому

ତ୍ରୟୋଦଶ ଅଧ୍ୟାୟଃ , କ୍ଷେତ୍ର କ୍ଷେତ୍ରଜ୍ଞବିଭାଗ ଯୋଗ, ଶ୍ଳୋକସଂଖ୍ୟା ୧୯,୨୦

Gita Narayan Adhyatmika Parivar Trust, Odisha

0:00 / 0:00

ତ୍ରୟୋଦଶ ଅଧ୍ୟାୟଃ , କ୍ଷେତ୍ର କ୍ଷେତ୍ରଜ୍ଞବିଭାଗ ଯୋଗ, ଶ୍ଳୋକସଂଖ୍ୟା ୧୯,୨୦

159 просмотров · 2 дня назад
Gita Narayan Adhyatmika Parivar Trust, Odisha
947 подписчиков
159 просмотров · 2 дня назад
ଏହି ପବିତ୍ର ଭିଡିଓରେ ଆଧ୍ୟାତ୍ମିକ ଗୀତା ନାରାୟଣ ପରିବାର ଟ୍ରଷ୍ଟ ଚ୍ୟାନେଲ ପକ୍ଷରୁ ଆୟୋଜିତ ସ୍ବାମୀ ଓଁକାରାନନ୍ଦ ସରସ୍ବତୀଙ୍କ ମାର୍ଗଦର୍ଶନରୁ ଭଗବତ୍ ଗୀତାର ନିତ୍ୟ ପାଠ ତଥା ପ୍ରତ୍ୟେକ ଶ୍ଳୋକର ଅର୍ଥ ବିସ୍ତୃତି କରାଯାଇଛି। ଆଜିର ଏହି ତ୍ରୟୋଦଶ ଅଧ୍ୟାୟଃ ର ଉନବିଂଶ ଓ ବିଂଶ ଶ୍ଳୋକରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହୁଛନ୍ତି, ପ୍ରକୃତି(ମୂଳପ୍ରକୃତି) ଏବଂ ପୁରୁଷ(ଜୀବାତ୍ମା)_ ଏହି ଉଭୟଙ୍କୁ ଅନାଦି ବୋଲି ଜାଣ ଏବଂ ରାଗଦ୍ଵେଷାଦି ବିକାରଗୁଡ଼ିକୁ ତଥା ତ୍ରିଗୁଣାତ୍ମକ ସମସ୍ତ ପଦାର୍ଥ ବି ପ୍ରକୃତରୁ ହିଁ ଉତ୍ପନ୍ନ ବୋଲି ଜାଣ। କାର୍ଯ୍ୟ* ଓ କରଣ¥ ଉତ୍ପନ୍ନ କରିବାରେ ପ୍ରକୃତିକୁ ହେତୁ ବୋଲି କୁହାଯାଏ ଏବଂ ସୁଖ-ଦୁଃଖର ଭୋକ୍ତାପଣରେ ଅର୍ଥାତ୍ ଭୋଗିବାରେ ଜୀବାତ୍ମାକୁ ହେତୁ ବୋଲି କୁହାଯାଏ। ଶ୍ରୀକୃଷ୍ଣଙ୍କର ଏହି ଅମୂଲ୍ୟ ବାଣୀକୁ ସ୍ବାମୀ ଶ୍ରୀ ଓଁକାରାନନ୍ଦ ସରସ୍ବତୀ ଖୁବ୍ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି।ଏହି ଆଲୋଚନାର ଶ୍ରବଣ ହେତୁ ଭକ୍ତିଜ୍ଞାନ ତତ୍ ସହିତ ମନ କୁ ଶାନ୍ତି, ଶ୍ରଦ୍ଧା ଆତ୍ମିକ ଶକ୍ତିକୁ ପରିପୂର୍ଣ୍ଣ କରେ। ଭକ୍ତିଭାବରେ ଶୁଣନ୍ତୁ ଏବଂ ଶ୍ରୀକୃଷ୍ଣଙ୍କ ଦିବ୍ୟ କୃପା ପ୍ରାପ୍ତ କରନ୍ତୁ।