Перейти к содержимому

ଆମ ନଳାଚୁଆଁରେ ଏତେ ସୁନ୍ଦର ଜାଗା! 😍🌿 | Koraput Beautiful Places | Odisha Vlog | Chandra Village Vlogs

Chandra Village Vlogs

0:00 / 0:00

ଆମ ନଳାଚୁଆଁରେ ଏତେ ସୁନ୍ଦର ଜାଗା! 😍🌿 | Koraput Beautiful Places | Odisha Vlog | Chandra Village Vlogs

60 просмотров · 11 дн. назад
Chandra Village Vlogs
47 подписчиков
60 просмотров · 11 дн. назад
🌿 ଜୟ ଜଗନ୍ନାଥ 🙏❤️ ଆମ ଓଡ଼ିଶାର କୋରାପୁଟ ଜିଲ୍ଲାରେ ଏତେ ସୁନ୍ଦର ସୁନ୍ଦର ଜାଗା ଅଛି, ଯାହା ଦେଖିଲେ ମନ ଖୁସି ହୋଇଯିବ! 😍🏞️ ଏହି ଭିଡିଓରେ ଆପଣମାନେ ଦେଖିବେ ଆମ କୋରାପୁଟର ସୁନ୍ଦର ପ୍ରକୃତି, ପାହାଡ଼, ଜଳାଶୟ ଓ ଗାଁର ମନୋରମ ପରିବେଶ। 🌳💚 ଆମ ଓଡ଼ିଶା, ଆମ ଗାଁ, ଆମ ଗର୍ବ! ❤️🛖 ଭିଡିଓଟି ଭଲ ଲାଗିଲେ: 👍 Like କରନ୍ତୁ 💬 Comment କରି ନିଜ ମତ ଜଣାନ୍ତୁ 🔔 Vhandra Village Vlogs କୁ Subscribe କରନ୍ତୁ 📲 ଆପଣଙ୍କ ସାଙ୍ଗମାନଙ୍କ ସହ Share କରନ୍ତୁ। ଆପଣଙ୍କ ଭଲପାଇବା ଆମକୁ ଆହୁରି ଭଲ ଭିଡିଓ କରିବାକୁ ପ୍ରେରଣା ଦିଏ। ❤️ #Koraput #OdishaVlog #VhandraVillageVlogs #KoraputTourism #VillageVlog #OdishaTourism #BeautifulOdisha