ଅଣୁଜୀବ ଜଗତ ଭାଗ 2 ଅଷ୍ଟମ ଶ୍ରେଣୀ ବିଜ୍ଞାନ | Shweta Learning Hub
Shweta Learning Hub
0:00 / 0:00
ଅଣୁଜୀବ ଜଗତ ଭାଗ 2 ଅଷ୍ଟମ ଶ୍ରେଣୀ ବିଜ୍ଞାନ | Shweta Learning Hub
1 487 просмотров · 3 месяца назад
Shweta Learning Hub
204 подписчика
1 487 просмотров · 3 месяца назад
ନମସ୍କାର ପିଲାମାନେ! ଏହି ଭିଡିଓରେ ଆମେ ଆମ ଚାରିପାଖରେ ଥିବା ଅଦୃଶ୍ୟ ଅଣୁଜୀବ ଜଗତ ବିଷୟରେ ଆହୁରି ଅନେକ କଥା ଜାଣିବା | (Welcome students! In this video, we will learn more about the invisible world of microorganisms around us.)
ଅଣୁଜୀବ କଣ? (What are Microbes?): ଖାଲି ଆଖିକୁ ଦେଖାଯାଉନଥିବା ଅତି କ୍ଷୁଦ୍ର ଜୀବମାନଙ୍କ ବିଷୟରେ ଧାରଣା |
ମାଟି ପରୀକ୍ଷା (Soil Suspension Experiment): ଏକ ମାଇକ୍ରୋସ୍କୋପ୍ ସାହାଯ୍ୟରେ ମାଟି ଗୋଳା ପାଣିରେ ଥିବା ଜୀବନ୍ତ ଅଣୁଜୀବମାନଙ୍କୁ କିପରି ଦେଖାଯାଏ, ସେହି ପରୀକ୍ଷା |
#OdiaMedium #Class8Science #MicrobialWorld #ScienceInOdia #ShwetaLearning Hub #Education #Microbes #BiologyOdia