ଆମେ ଚାଁହୁଥିଲୁ ଝିଅ ହେଇଗଲା ପୁଅ || Adi Aru Masti
Adi Aru Masti😁😁
0:00 / 0:00
ଆମେ ଚାଁହୁଥିଲୁ ଝିଅ ହେଇଗଲା ପୁଅ || Adi Aru Masti
19 просмотров · 7 часов назад
Adi Aru Masti😁😁
136 подписчиков
19 просмотров · 7 часов назад
ଆମେ ଚାହୁଁଥିଲୁ ଝିଅ… କିନ୍ତୁ ଆମ ଜୀବନକୁ ଆସିଗଲା ଆମର ଛୋଟ ପୁଅ 👶💙
ଆଜିର ଭିଡିଓରେ ଆମ ପରିବାରର ଏହି ସୁନ୍ଦର ଓ ମଜାଦାର କାହାଣୀ ଆପଣମାନଙ୍କ ସହ share କରିଛୁ। 🥰
ପୁଅ ହେବା ପରେ ଆମର ଖୁସି କେମିତି ଥିଲା, ଏବଂ ଆମ ଛୋଟ ଆଦି ଆମ ଜୀବନକୁ କେମିତି ଆହୁରି ସୁନ୍ଦର କରିଦେଲା—ସେସବୁ ଜାଣିବା ପାଇଁ ପୁରା ଭିଡିଓଟି ଦେଖନ୍ତୁ। ❤️
ଭିଡିଓଟି ଭଲ ଲାଗିଲେ Like 👍 କରନ୍ତୁ, Comment କରି ଆପଣଙ୍କ ମତାମତ ଜଣାନ୍ତୁ ଏବଂ ଆମ Channelକୁ Subscribe କରିବାକୁ ଭୁଲନ୍ତୁ ନାହିଁ। 🔔
#workingmom #twokids #odiavlog #odiafamilyvlog #happyfamily #odiayoutuber