ବିହାରର ଦୁର୍ଗା ପୂଜା ଦେଖିବାକୁ ଗଲୁ 😍🙏 | Durga Puja Vlog
JP COUPLE ODIA VLOGS и ещё 2
0:00 / 0:00
ବିହାରର ଦୁର୍ଗା ପୂଜା ଦେଖିବାକୁ ଗଲୁ 😍🙏 | Durga Puja Vlog
202 просмотра · 6 дн. назад
JP COUPLE ODIA VLOGS и ещё 2
202 просмотра · 6 дн. назад
ବିହାରର ଦୁର୍ଗା ପୂଜା ଦେଖିବାକୁ ଗଲୁ 😍🙏 | Durga Puja Vlog @JPCOUPLEODIAVLOGS
@NATURALBEAUTYINODIA
🙏❤️ Jai Maa Durga ❤️🙏
Hello Friends! 🥰 Welcome back to our channel!
ଆଜିର ଏହି vlog ରେ ଆମେ ଦେଖାଇଛୁ ବିହାରର ଦୁର୍ଗା ପୂଜାର ସୁନ୍ଦର ମାହୋଲ। 😍🙏
Husband-Wife ଭାବରେ ଆମେ ଏକାଠି Durga Puja celebration ର କିଛି ସୁନ୍ଦର ମୁହୂର୍ତ୍ତ ଆପଣମାନଙ୍କ ସହ share କରିଛୁ। ❤️
ଆଶା କରୁଛୁ ଆମର ଏହି Bihar Durga Puja Vlog ଆପଣମାନଙ୍କୁ ଭଲ ଲାଗିବ। 🥰
ଭିଡିଓଟି ଭଲ ଲାଗିଲେ:
👍 Like କରନ୍ତୁ
💬 Comment କରି ଆପଣଙ୍କ ମତାମତ ଜଣାନ୍ତୁ
🔔 ଆମ Channel କୁ Subscribe କରନ୍ତୁ
❤️ ଆମର ଏହି ଛୋଟ ପରିବାରର ଅଂଶ ହୁଅନ୍ତୁ।
ଆପଣମାନଙ୍କ ଭଲପାଇବା ଓ Support ଆମ ପାଇଁ ବହୁତ ମୂଲ୍ୟବାନ। 🥹❤️
🙏 Jai Maa Durga 🙏
#bihardurgapuja #durgapujavlog #odiavlog #vlog #husbandwifevlog #couplevlog #odiacouplevlogs