ଜୟ ମା' ଦକ୍ଷିଣକାଳୀ 🌺 Puri Famous Shaktipeetha Maa Dakshinakali | Puri Temple Vlog #OdiaVlogPuri
Shree Lifestylevlogs
0:00 / 0:00
ଜୟ ମା' ଦକ୍ଷିଣକାଳୀ 🌺 Puri Famous Shaktipeetha Maa Dakshinakali | Puri Temple Vlog #OdiaVlogPuri
135 просмотров · 2 нед. назад
Shree Lifestylevlogs
347 подписчиков
135 просмотров · 2 нед. назад
ଜୟ ମା' ଦକ୍ଷିଣକାଳୀ 🙏
ଆଜିର ଏହି ଭିଡିଓରେ ଆମେ ଆପଣମାନଙ୍କୁ ନେଇଯିବା ପୁରୀର ଏକ ଅତି ପବିତ୍ର ଓ ପ୍ରସିଦ୍ଧ ଶକ୍ତିପୀଠ ମା' ଦକ୍ଷିଣକାଳୀଙ୍କ ମନ୍ଦିରକୁ। ପୁରୀ ଶ୍ରୀକ୍ଷେତ୍ରର ଅନେକ ଗୁପ୍ତ ଓ ମହିମାମୟ ସ୍ଥାନ ମଧ୍ୟରୁ ଏହି ପୀଠ ଅନ୍ୟତମ। ଭିଡିଓଟିରେ ଆପଣ ମା'ଙ୍କର ସୁନ୍ଦର ଦର୍ଶନ କରିବା ସହ ମନ୍ଦିରର ପରିବେଶ ଏବଂ ଏହାର ବିଶେଷତ୍ଵ ବିଷୟରେ ଜାଣିବାକୁ ପାଇବେ।
ଯଦି ଭିଡିଓଟି ଆପଣଙ୍କୁ ଭଲ ଲାଗେ, ତେବେ ଭିଡିଓକୁ ଲାଇକ (Like) କରନ୍ତୁ, ସାଙ୍ଗମାନଙ୍କ ସହ ଶେୟାର (Share) କରନ୍ତୁ ଏବଂ ଏମିତି ଆଗକୁ ଓଡ଼ିଶାର ସୁନ୍ଦର ସୁନ୍ଦର ସ୍ଥାନ ବିଷୟରେ ଜାଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ (Subscribe) କରିବାକୁ ଜମାରୁ ଭୁଲନ୍ତୁ ନାହିଁ।
#MaaDakshinakali #PuriVlog #OdiaVlog #PuriFamousTemple #Shaktipeetha #OdishaTourism #OdiaYoutuber #JayMaaDakshinakali