Перейти к содержимому

ଭାଦ୍ରବରେ କିଛି ବଡ଼ ହେବାକୁ ଯାଉଛି? ୪ ଗ୍ରହ ଦେଉଛନ୍ତି ବଡ଼ ସଙ୍କେତ! ଏହି ୩ ରାଶିର ଖୋଲିବ କି ଭାଗ୍ୟ? #otvdigital

OTV Digital

0:00 / 0:00

ଭାଦ୍ରବରେ କିଛି ବଡ଼ ହେବାକୁ ଯାଉଛି? ୪ ଗ୍ରହ ଦେଉଛନ୍ତି ବଡ଼ ସଙ୍କେତ! ଏହି ୩ ରାଶିର ଖୋଲିବ କି ଭାଗ୍ୟ? #otvdigital

2 157 просмотров · 2 часа назад
OTV Digital
1,14 млн подписчиков
2 157 просмотров · 2 часа назад
ଭାଦ୍ରବରେ ହେବାକୁ ଯାଉଛି ୪ ଗ୍ରହଙ୍କ ବଡ଼ ଚଳନ! ସୂର୍ଯ୍ୟ, ବୁଧ, ଶୁକ୍ର, ମଙ୍ଗଳ ଓ ଚନ୍ଦ୍ରଙ୍କ ସ୍ଥିତି ଓ ଚଳନକୁ ନେଇ ଜ୍ୟୋତିଷ ଜଗତରେ ବଢ଼ିଛି ଚର୍ଚ୍ଚା। ଜ୍ୟୋତିଷ ମତରେ ଏହି ଗ୍ରହଚଳନ ୧୨ ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଇପାରେ। କାହା ପାଇଁ ଖୋଲିପାରେ ଭାଗ୍ୟର ଦ୍ୱାର? କେଉଁ ରାଶି ପାଇଁ ଆସିପାରେ ଶୁଭ ଖବର? ଚାକିରି, ବ୍ୟବସାୟ, ଅର୍ଥ, ପ୍ରେମ ଓ ପାରିବାରିକ ଜୀବନରେ କାହା ପାଇଁ ଆସିପାରେ ପରିବର୍ତ୍ତନ? ଆଉ କେଉଁ ରାଶିର ବ୍ୟକ୍ତିଙ୍କୁ ରହିବାକୁ ପଡ଼ିବ ଅଧିକ ସତର୍କ? #otvdigital #astrology #rashifal #horoscope #BhadraMasa #grahgochar2026 #odiaastrology #rashibhavishya #planetvenus OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts. Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile. Stay tuned for all the breaking news ! Visit Our Website https://odishatv.in/ News In Odia: http://otvkhabar.in/ Android App: https://bit.ly/OTVAndroidApp iOS App: https://bit.ly/OTViOSApp Watch Live: https://odishatv.in/live-tv YouTube: https://goo.gl/Ehz6OP Watch our latest news in English: https://bit.ly/3wTgKxc Facebook: / otvkhabar OTV English Facebook : / otvnews Telegram @otvtelegram @otvkhabar Twitter: / otvnews Instagram: / otvnews #OdishaTV #OTV