Перейти к содержимому

ପଳେଇଲା କୋଟିଆ, ଏବେ ପଞ୍ଚାୟତ ନିର୍ବାଚନ କରିବ ଆନ୍ଧ୍ର! Congress raise concern over Kotia issues.

Pratidin TV

0:00 / 0:00

ପଳେଇଲା କୋଟିଆ, ଏବେ ପଞ୍ଚାୟତ ନିର୍ବାଚନ କରିବ ଆନ୍ଧ୍ର! Congress raise concern over Kotia issues.

2 062 просмотра · 5 часов назад
Pratidin TV
1,77 млн подписчиков
2 062 просмотра · 5 часов назад
ପଳେଇଲା କୋଟିଆ, ଏବେ ପଞ୍ଚାୟତ ନିର୍ବାଚନ କରିବ ଆନ୍ଧ୍ର ! ଲଜ୍ଜ୍ୟା ଲାଗିବା କଥା ହାତରୁ ପଳେଇଲା କୋଟିଆ କୋଟିଆ ସୀମା ବିବାଦକୁ ନେଇ ବରିଷ୍ଠ କଂଗ୍ରେସ ନେତା ଜୟଦେବ ଜେନା ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସ ଗଭୀର ଚିନ୍ତା ପ୍ରକଟ କରିଛନ୍ତି । ଆନ୍ଧ୍ରପ୍ରଦେଶ ସରକାର ଓଡ଼ିଶାର କୋଟିଆ ଗ୍ରାମପଞ୍ଚାୟତର ୩ଟି ଗ୍ରାମରେ (ଫାଗୁଣସିନେରୀ, ଗଞ୍ଜେଇପଦର ଏବଂ ଫାଟୁସିନେରୀ) ଗ୍ରାମୀଣ ସ୍ଥାନୀୟ ନିର୍ବାଚନ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ପରେ ଏହି ବିବାଦ ପୁଣି ଉଗ୍ର ରୂପ ନେଇଛି । କେନ୍ଦ୍ର ଏବଂ ଓଡ଼ିଶାରେ ବିଜେପି ଶାସନ କରୁଥିବା ବେଳେ ଆନ୍ଧ୍ରପ୍ରଦେଶରେ ବିଜେପିର ସହଯୋଗୀ ଦଳ ଟିଡିପି (TDP) ସରକାରରେ ଅଛି । ଏହା ସତ୍ତ୍ୱେ ବିବାଦର ସମାଧାନ ନହେବା ଡବଲ୍-ଇଞ୍ଜିନ ସରକାରଙ୍କ ବିଫଳତା ବୋଲି ଜୟଦେବ ଜେନା ଏବଂ ପଟ୍ଟାଙ୍ଗୀ ବିଧାୟକ ରାମଚନ୍ଦ୍ର କଦମ ଅଭିଯୋଗ କରିଛନ୍ତି । Congress raise concern over Kotia issues. #KotiaDispute #OdishaNews #JayadevJena #CongressProtest #OdishaBorderIssue #KotiaOdishara Vist our Website :https://www.pratidintv.com/ Like Our Facebook Page:   / pratidinodisha   Folllow Us Instagram :-https://www.instagram.com/pratidintv/... Follow On X :- https://x.com/pratidin_tv Subscribe To Our YouTube Channel:    / @pratidintvodisha   #PratidinTv #PratidinNews #OdishaNews #LatestNews #LatestUpdate #PratidinTvOdisha