Перейти к содержимому

ରାଜଧାନୀରେ ବଡ଼ ଅଘଟଣ! ଫାଟିଲା ଗ୍ୟାସ୍ ପାଇପ୍‌ଲାଇନ୍ || Gas Pipeline Damage During Drain Work! || OR

Odisha Reporter

0:00 / 0:00

ରାଜଧାନୀରେ ବଡ଼ ଅଘଟଣ! ଫାଟିଲା ଗ୍ୟାସ୍ ପାଇପ୍‌ଲାଇନ୍ || Gas Pipeline Damage During Drain Work! || OR

2 953 просмотра · 10 часов назад
Odisha Reporter
2,99 млн подписчиков
2 953 просмотра · 10 часов назад
ରାଜଧାନୀ ଭୁବନେଶ୍ୱରରେ ଗ୍ୟାସ୍ ପାଇପ୍‌ଲାଇନ୍ ଫାଟି ଗ୍ୟାସ୍ ଲିକ୍ । ଶୈଳଶ୍ରୀ ବିହାର ସାଇ ମନ୍ଦିର ଛକ ନିକଟରେ ଡ୍ରେନ୍ ଖୋଳା କାମ ଚାଲିଥିବା ବେଳେ JCB ମାଡ଼ରେ ଫାଟିଗଲା ଗ୍ୟାସ୍ ପାଇପ୍‌ଲାଇନ୍ । ପ୍ରାୟ ୪୦ ମିନିଟ୍ ଧରି ଗ୍ୟାସ୍ ଲିକ୍ ହେବାରୁ ଆତଙ୍କିତ ହୋଇପଡ଼ିଥିଲେ ସ୍ଥାନୀୟ ଲୋକେ । #Bhubaneswar #GasLeak #GasPipeline #ShailashreeVihar #Chandrasekharpur #JCB #FireService #OdishaReporter Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter