Перейти к содержимому

Anganwadi Workers Protest Physical Test Requirement After 55 | Odisha Reporter

Odisha Reporter

0:00 / 0:00

Anganwadi Workers Protest Physical Test Requirement After 55 | Odisha Reporter

27 572 просмотра · 9 часов назад
Odisha Reporter
2,98 млн подписчиков
27 572 просмотра · 9 часов назад
#ସରକାରଙ୍କ_ଏ_କି_ନିୟମ ୫୫ ବର୍ଷ ପରେ ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ଫିଜିକାଲ୍ ଟେଷ୍ଟ ବାଧ୍ୟତାମୂଳକ କରିବାକୁ ନେଇ ଅସନ୍ତୋଷ। ଅବସର ବୟସସୀମା ୬୦ରୁ ୬୫ ବର୍ଷକୁ ବଢ଼ାଇବାକୁ ଦାବି କରୁଥିବା କର୍ମୀମାନେ ସରକାରଙ୍କ ଏ ନିଷ୍ପତ୍ତିକୁ ବିରୋଧ କରିଛନ୍ତି। ଫିଜିକାଲ୍ ଟେଷ୍ଟ ପ୍ରତ୍ୟାହାର ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ ଦେଇଛି ସଂଘ। ଏ ପ୍ରସଙ୍ଗକୁ ନେଇ ଏଥର ଆମର ସୋସାଲ ଡିବେଟ ‘ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ସରକାରଙ୍କ ଏ କି ନିୟମ’ । #AnganwadiWorkers #Anganwadi #PhysicalTest #OdishaNews #OdishaGovernment #AnganwadiProtest #OdishaPolitics #WomenAndChildDevelopment #OdishaNewsToday #OdishaReporter #socialdebate #Socialdiscussion #specialreport Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram:   / odishareporter_official   #OdishaReporter