Перейти к содержимому

GEETA RE KAHILE KRUSHNA

THE DIVINE VIBE

0:00 / 0:00

GEETA RE KAHILE KRUSHNA

750 просмотров · 2 дн. назад
THE DIVINE VIBE
145 подписчиков
750 просмотров · 2 дн. назад
GEETA RE KAHILE KRUSHNA | ଗୀତାରେ କହିଲେ କୃଷ୍ଣ ଛନ୍ଦେ ମୁଁ ଗାୟତ୍ରୀ | ଓଡ଼ିଆଯୁଗସଙ୍ଗୀତ | ODIYA YUG SANGEET 👇👇👇 ➖➖➖➖➖➖➖➖➖➖ ଗୀତାରେ କହିଲେ କୃଷ୍ଣ ଛନ୍ଦେ ମୁଗାୟତ୍ରୀ ଗୀତାରେ କହିଲେ କୃଷ୍ଣ ଛନ୍ଦେ ମୁଗାୟତ୍ରୀ ଚାରି ବେଦେ ଶ୍ରେଷ୍ଠ ବୋଲି ସମସ୍ତେ ଜାଣନ୍ତି ଗୀତାରେ କହିଲେ କୃଷ୍ଣ ଛନ୍ଦେ ମୁଗାୟତ୍ରୀ ଗୀତାରେ କହିଲେ କୃଷ୍ଣ ଛନ୍ଦେ ମୁଗାୟତ୍ରୀ [Instrumental Break] [Verse 2] ବଶିଷ୍ଠ ଯାହାକୁ ଜପି ପ୍ରାପ୍ତ କାମଧେନୁ ଜପୁଥିଲେ ନିତ୍ୟ ଯାକୁ ତ୍ରି ବଶିଷ୍ଠ ଯାହାକୁ ଜପି ପ୍ରାପ୍ତ କାମଧେନୁ ଜପୁଥିଲେ ନିତ୍ୟ ଯାକୁ ତ୍ରିସନ୍ଧ୍ୟାରେ ମନୁ ବ୍ରାହ୍ମଣର ଥିଲା ପ୍ରାଣ ଗାୟତ୍ରୀ ଜୀବନ ଛାଡିଲା ଦିନରୁ ସେହି ହୋଇଲା ଅଜ୍ଞାନ ସୁଦ୍ର ଅଟେ ସେହି ଯିଏ ନ ଜପେ ଗାୟତ୍ରୀ ଚାରି ବେଦେ ଶ୍ରେଷ୍ଠ ବୋଲି ସମସ୍ତେ ଜାଣନ୍ତି ସମସ୍ତେ ଜାଣନ୍ତି ଗୀତାରେ କହିଲେ କୃଷ୍ଣ ଛନ୍ଦେ ମୁଗାୟତ୍ରୀ ଗୀତାରେ କହିଲେ କୃଷ୍ଣ ଛନ୍ଦେ ମୁଗାୟତ୍ରୀ [Instrumental Break] [Verse 3] ଗାର୍ଗୀ ମଦାଳସା ରାଧା ଅନୁସୁୟା ସୀତା ସବ୍ୟସାଚୀ ଅରୁନ୍ଧତୀ ଏ ମନ୍ତ୍ର ଆଶ୍ରିତା ଗାର୍ଗୀ ମଦାଳସା ରାଧା ଅନୁସୁୟା ସୀତା ସବ୍ୟସାଚୀ ଅରୁନ୍ଧତୀ ଏ ମନ୍ତ୍ର ଆଶ୍ରିତା ସୁର ନର ମୁନି ଋଷି ରଚିତ ନୁହଇ ସୃଷ୍ଟିକର୍ତ୍ତା ବ୍ରହ୍ମା ଯାରେ ଥିଲେ ପ୍ରାପ୍ତ ହୋଇ ଏହି ମନ୍ତ୍ର ଜପି ମୃତ୍ୟୁ ଜିଣିଲେ ସାବିତ୍ରୀ ଚାରି ବେଦେ ଶ୍ରେଷ୍ଠ ବୋଲି ସମସ୍ତେ ଜାଣନ୍ତି ସମସ୍ତେ ଜାଣନ୍ତି ଗୀତାରେ କହିଲେ କୃଷ୍ଣ ଛନ୍ଦେ ମୁଗାୟତ୍ରୀ ଗୀତାରେ କହିଲେ କୃଷ୍ଣ ଛନ୍ଦେ ମୁଗାୟତ୍ରୀ 🌟 Welcome to The Divine Vibe 🌟 The Divine Vibe is a spiritual music channel dedicated to uplifting hearts, calming minds, and inspiring souls through the power of divine melodies and positive vibrations. #devotional #Yugsangeet #pragyageet #GayatriPariwar #awgp #devotionalsongs #devotionalsong #gayatri #odiayugsangeet #odiagayatri #ଓଡ଼ିଆଯୁଗସଙ୍ଗୀତ #odiagayatribhajan ➖➖➖➖➖➖➖➖➖➖