ବରାହ ଲକ୍ଷ୍ମୀ ନରସିଂହ ମନ୍ଦିର ଦର୍ଶନ | Baraha laxmi narasinha mandira darsana | simanchalam | odiajatri
ODIA JATRI
0:00 / 0:00
ବରାହ ଲକ୍ଷ୍ମୀ ନରସିଂହ ମନ୍ଦିର ଦର୍ଶନ | Baraha laxmi narasinha mandira darsana | simanchalam | odiajatri
208 просмотров · 7 дн. назад
ODIA JATRI
352 подписчика
208 просмотров · 7 дн. назад
ଜୟ ଜଗନ୍ନାଥ🙏
ଆଜିର ଏହି ବ୍ଲଗ୍ ଭିଡିଓରେ ମୁଁ ଆପଣମାନଙ୍କୁ ନେଇଯାଉଛି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ନିକଟରେ ଥିବା ପ୍ରସିଦ୍ଧ ଏବଂ ରହସ୍ୟମୟ ସିଂହାଚଳମ ବରାହ ଲକ୍ଷ୍ମୀ ନରସିଂହ ମନ୍ଦିର (Simhachalam Temple)।
ଏହି ମନ୍ଦିରର ସବୁଠାରୁ ବଡ଼ ଚମତ୍କାର ହେଉଛି, ଏଠାରେ ଭଗବାନ ନରସିଂହଙ୍କ ବିଗ୍ରହ ସାରା ବର୍ଷ ଚନ୍ଦନ ପ୍ରଲେପରେ ବୁଡ଼ି ରହିଥାନ୍ତି। ବର୍ଷକୁ କେବଳ ଗୋଟିଏ ଦିନ (ଅକ୍ଷୟ ତୃତୀୟା) ରେ ହିଁ ଭଗବାନଙ୍କ ଅସଲ ରୂପର ଦର୍ଶନ ମିଳିଥାଏ। ଭିଡିଓଟିକୁ ଶେଷ ଯାଏଁ ଦେଖନ୍ତୁ ଏବଂ ଭିଡ଼ିଓ ଟି କିପରି ଲାଗିଲା ନିଜ ମତାମତ ଜଣାଇବା ସହ ଭିଡିଓକୁ ଲାଇକ ସେୟାର କରନ୍ତୁ ।
#SimhachalamTemple #VarahaLakshmiNarasimha #TravelVlog #OdiaVlog #SimhachalamVlog #VizagTourism #MendirBlogger #OdishaToVizag #NarasimhaSwamy
Music: Color
Musician: ASHUTOSH
URL: https://www.ashutoshmusic.com
Music: Walk In The Park
Musician: music by audionautix.com
License: https://creativecommons.org/licenses/...