Перейти к содержимому

​Odia Nimki Recipe | ଦୋକାନ ପରି କୁଡ଼କୁଡ଼ିଆ ନିମିକି ଘରେ ବନାନ୍ତୁ | Crispy Namak Pare Recipe

Daily Stir With Rashmita

0:00 / 0:00

​Odia Nimki Recipe | ଦୋକାନ ପରି କୁଡ଼କୁଡ଼ିଆ ନିମିକି ଘରେ ବନାନ୍ତୁ | Crispy Namak Pare Recipe

28 просмотров · 1 день назад
Daily Stir With Rashmita
19 подписчиков
28 просмотров · 1 день назад
ନମସ୍କାର! ଆଜିର ଏହି ଭିଡିଓରେ ଆମେ ଶିଖିବା ଅତି ସହଜରେ ଏବଂ ଦୋକାନ ପରି କୁଡ଼କୁଡ଼ିଆ ନିମିକି (Nimki) ଘରେ କିପରି ତିଆରି କରିପାରିବେ। ଆଟା ଏବଂ ସୁଜିରେ ତିଆରି ଏହି ନିମିକି ସ୍ୱାସ୍ଥ୍ୟକର ଏବଂ ଚା’ ସହିତ ଖାଇବା ପାଇଁ ଅତି ସୁଆଦିଆ। ଏହାକୁ ଆପଣ ୧ ମାସ ଯାଏଁ ସଂରକ୍ଷିତ (Store) କରି ରଖିପାରିବେ। ଭିଡିଓଟି ଭଲ ଲାଗିଲେ Like, Share ଏବଂ Subscribe କରିବାକୁ ଭୁଲିବେନି! ଆବଶ୍ୟକ ସାମଗ୍ରୀ (Ingredients): ଆଟା (Atta) - 3 cup ସୁଜି (Sooji) - 1/4 cup ତେଲ (Oil for Moyan) - 1/4 cup ଜୁଆଣି (Ajwain) - 1 tsp କଳାଜିରା (Kala Jeera) - 1 tsp ଲୁଣ (Salt) - ସ୍ୱାଦାନୁସାରେ ପାଣି (Water) - ଆବଶ୍ୟକ ଅନୁସାରେ ଛାଣିବା ପାଇଁ ତେଲ (Oil for frying) #OdiaRecipe #NimkiRecipe #AttaNimki #CrispyNimki​#DailyStirWithRashmita