ପବନର ଗାଁ ଗାଲିଗାବଡ଼ର। ଏଠି ପବନ ସାଜିଛି ଗାଁର ଶତ୍ରୁ।Odia Vlog।Koraput Tribal Village। Village of Odisha।
KMNR Village Life
0:00 / 0:00
ପବନର ଗାଁ ଗାଲିଗାବଡ଼ର। ଏଠି ପବନ ସାଜିଛି ଗାଁର ଶତ୍ରୁ।Odia Vlog।Koraput Tribal Village। Village of Odisha।
56 527 просмотров · 10 дней назад
KMNR Village Life
3,05 тыс. подписчиков
56 527 просмотров · 10 дней назад
ନମସ୍କାର ବନ୍ଧୁମାନେ 🙏
ଆଜିର ଏହି ଭିଡ଼ିଓରେ ଆପଣମାନେ ଦେଖିବାକୁ ପାଇବେ ଏକ ଅଜବ ଗାଁ। ପବନର ଗାଁ ଭାବେ ପରିଚିତ ଗାଲିଗାବାଡ଼ର। ଏହି ଗାଁ ରେ ପ୍ରତିଦିନ ବହୁତ୍ ଜୋର୍ ରେ ପବନ ହୋଇ ପ୍ରାୟ ବେଳେ ଘର ଦ୍ୱାର ଭାଙ୍ଗିରୁଜି ଯାଇଥାଏ। ପବନ ପାଇଁ ଏହି ଗାଁର ଲୋକମାନେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଏହି ଗାଁଟି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତରେ ଅବସ୍ଥିତ। ଏହି ଗାଁ ପାଖରେ ଥିବା ପାହାଡ଼ ପଟୁ ଦିନର ଅନେକ ସମୟରେ ଜୋରରେ ପବନ ବହିଥାଏ। ପବନ ଦାଉରୁ ରକ୍ଷା ପାଇବା ପାଇଁ ଏହି ଗାଁର ଲୋକମାନେ ବର୍ଷର ଅଗଷ୍ଟ ମାସରେ ପାରା ପୂଜା କରିଥାନ୍ତି।
ଯଦି ଆପଣଙ୍କୁ ଆମର ଏହି ଭିଡ଼ିଓ ଭଲଲାଗେ ତାହେଲେ ଆପଣ ମାନେ ଆମର ଏହି ଭିଡ଼ିଓକୁ Like 👍Share 🤳 କରିବା ସହିତ Comment 💬 କରନ୍ତୁ ଏବଂ ଆମ ଚ୍ୟାନେଲ କୁ Subscribe 🔔 କରନ୍ତୁ।
ଧନ୍ୟବାଦ ♥️🙏
#Odia Vlog
#Odisha Village
#Koraput
#Koraput Tribal Village
#Rural Life
#Village Life
#Odisha Vlog
#Koraput Vlog
#Odisha Tourism
#KMNR Village Life
#odiavlog
#odishavillage
#koraput
#koraputtribalvillage
#rurallife
#villagelife
#odishavlog
#koraputvlog
#odishatourism
#kmnrvillagelife