ଆଜି ଘରେ ରୁଟି ସହିତ ଏହି ତରକାରୀ ପାଇଁ ଡିମାଣ୍ଡ 😋।Chana Curry Recipe
Garden to Kitchen with Mamata
0:00 / 0:00
ଆଜି ଘରେ ରୁଟି ସହିତ ଏହି ତରକାରୀ ପାଇଁ ଡିମାଣ୍ଡ 😋।Chana Curry Recipe
435 просмотров · 7 дней назад
Garden to Kitchen with Mamata
38 подписчиков
435 просмотров · 7 дней назад
ଆଜି ଘରେ ରୁଟି ସହିତ ଏହି ତରକାରୀ ପାଇଁ ଡିମାଣ୍ଡ 😋।Chana Curry Recipe
#chanacurry #odiarecipe #cooking
#indianfood #@mamata_kg
ଆଜି ଆମ ଘରେ ରୁଟି ସହିତ ଖାଇବା ପାଇଁ ଏହି ସ୍ପେଶାଲ୍ ତରକାରୀ ଡିମାଣ୍ଡ ହୋଇଥିଲା।
କାଜୁ,ଚାରୁମଗଜ ଓ ଅନ୍ୟାନ୍ୟ ମସଲା ଦେଇ ତିଆରି କରିଛି ଏହି ସୁଆଦିଆ ଛୋଲା ତରକାରୀ। ଏହା ରୁଟି, ପରଟା, ଚକୁଳି ପିଠା ଓ ପୁରୀ ସହିତ ଖାଇବାକୁ ବହୁତ ଭଲ ଲାଗେ। ଭିଡିଓ ଟି କୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ କାଜୁ ଓ ଚାରୁମଗଜ ଦେଇ ଏହି ଛୋଲା ତରକାରୀ କିପରି ତିଆରି କରିଛି ଦେଖନ୍ତୁ।