ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳିଲେ ହିମାଂଶୁ | ଶତାଧିକ ଭଉଣୀଙ୍କ ହାତରୁ ବାନ୍ଧିଲେ ରାକ୍ଷୀ @OdiaKhabar2
Odia Khabar
0:00 / 0:00
ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳିଲେ ହିମାଂଶୁ | ଶତାଧିକ ଭଉଣୀଙ୍କ ହାତରୁ ବାନ୍ଧିଲେ ରାକ୍ଷୀ @OdiaKhabar2
23 просмотра · 3 недели назад
Odia Khabar
23 подписчика
23 просмотра · 3 недели назад
ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳିଲେ ହିମାଂଶୁ | ଶତାଧିକ ଭଉଣୀଙ୍କ ହାତରୁ ବାନ୍ଧିଲେ ରାକ୍ଷୀ @OdiaKhabar2
#Salepur #HimanshuMohanty #OdiaKhabar2
ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସାଲେପୁରରେ ଦେଖିବାକୁ ମିଳିଲା ଏକ ନିଆରା ଚିତ୍ର। ସାଲେପୁର ବିଜେପି ନେତା ତଥା କଟକ ଜିଲ୍ଲା ଗ୍ରାମୀଣ ଉପସଭାପତି ଡକ୍ଟର ହିମାଂଶୁ କୁମାର ମହାନ୍ତି ନିଆରା ଢଙ୍ଗରେ ରାକ୍ଷୀ ପୂର୍ଣ୍ଣିମା ପାଳନ କରିଛନ୍ତି।
ପ୍ରଭୁ ବଳଭଦ୍ରଙ୍କ ପୂଜା ପରେ ଗୋମାତାଙ୍କ ପୂଜା କରିଥିଲେ ହିମାଂଶୁ। ଏହାପରେ ଟାଙ୍ଗୀ-ସାଲେପୁର ଅଞ୍ଚଳର ଶତାଧିକ ଭଉଣୀଙ୍କ ହାତରୁ ରାକ୍ଷୀ ବାନ୍ଧିଥିଲେ।
ନିଜ ପରମ୍ପରା ଓ ସଂସ୍କୃତିକୁ ଜୀବନ୍ତ ରଖିବା ହିଁ ଅସଲ ଅସ୍ମିତା ବୋଲି କହିଛନ୍ତି ହିମାଂଶୁ। ସନ୍ଧ୍ୟାରେ ସାଧୁସନ୍ଥଙ୍କ ପୂଜନର ମଧ୍ୟ ଆୟୋଜନ କରାଯାଇଥିଲା।
ଭାଇ-ଭଉଣୀଙ୍କ ସ୍ନେହ, ପରମ୍ପରା ଓ ସଂସ୍କୃତିର ବାର୍ତ୍ତା ନେଇ ହିମାଂଶୁଙ୍କ ଏହି ନିଆରା ରାକ୍ଷୀ ପାଳନ ଟାଙ୍ଗୀ-ସାଲେପୁରରେ ଚର୍ଚ୍ଚାର ବିଷୟ ପାଲଟିଛି।
ଭିଡିଓଟି ଭଲ ଲାଗିଲେ Like 👍 କରନ୍ତୁ, Comment କରନ୍ତୁ ଏବଂ ଆମ Channelକୁ Subscribe କରି ଘଣ୍ଟି 🔔 ବଟନ୍ ଦବାନ୍ତୁ।
#RakshaBandhan #ରାକ୍ଷୀପୂର୍ଣ୍ଣିମା #HimanshuMahanti #Salepur #TangiSalepur #OdishaNews #OdiaNews #OdishaPolitics #OdiaKhabar2
ରାକ୍ଷୀ ପୂର୍ଣ୍ଣିମା, ରାକ୍ଷୀ ପୂର୍ଣ୍ଣିମା 2026, ହିମାଂଶୁ କୁମାର ମହାନ୍ତି, Himanshu Kumar Mahanti, Himanshu Mahanti Rakhi, Salepur Rakhi, Tangi Salepur News, ସାଲେପୁର ଖବର, ଟାଙ୍ଗୀ ସାଲେପୁର ଖବର, ରାକ୍ଷୀ ପାଳନ, Raksha Bandhan Odisha, Rakhi Celebration Odisha, Odisha News, Odia News, Odisha BJP News, Cuttack Rural BJP, Balabhadra Jayanti, ଗୋମାତା ପୂଜା, ସାଧୁସନ୍ଥ ପୂଜନ
Raksha Bandhan 2026, Rakhi Purnima 2026, Raksha Bandhan Odisha, Himanshu Kumar Mahanti, Himanshu Mahanti, Salepur News, Tangi Salepur News, Salepur BJP, Odisha BJP News, Cuttack Rural News, Odisha News, Odia News, Odia Khabar, Odisha Latest News, Rakhi Celebration, Rakhi Festival Odisha, Balabhadra Jayanti, Balabhadra Puja, Gomata Puja, Tangi News, Salepur Latest News, Odisha Politics, Odisha Political News, Odia News Today, Viral News Odisha