Перейти к содержимому

କାଲି ପନିକି, ଆଜି ଢ଼େଲା ତଥାପି ଭାଙ୍ଗିଲା ସ୍ବପ୍ନର ଘର || Bhubaneswar Eviction Drive || Odisha Reporter

Odisha Reporter

0:00 / 0:00

କାଲି ପନିକି, ଆଜି ଢ଼େଲା ତଥାପି ଭାଙ୍ଗିଲା ସ୍ବପ୍ନର ଘର || Bhubaneswar Eviction Drive || Odisha Reporter

294 404 просмотра · 3 месяца назад
Odisha Reporter
2,98 млн подписчиков
294 404 просмотра · 3 месяца назад
କାଲି ପନିକି, ଆଜି ଢ଼େଲା ତଥାପି ଭାଙ୍ଗିଲା ସ୍ବପ୍ନର ଘର ଭୁବନେଶ୍ୱର ପୋଟିଆ ଅଞ୍ଚଳରେ ଚାଲିଛି ପ୍ରଶାସନର ମେଗା ଉଚ୍ଛେଦ ଅଭିଯାନ। ୬୨ ଏକର ସରକାରୀ ଜମିରୁ ଜବରଦଖଲ ହଟାଇବା ବେଳେ ସ୍ଥାନୀୟ ଲୋକେ ପ୍ରବଳ ବିରୋଧ କରିଥିଲେ। କେଉଁଠି ମହିଳାମାନେ ବୁଲଡୋଜର ଆଗରେ ଶୋଇପଡ଼ିଥିଲେ ତ ଆଉ କେଉଁଠି ପ୍ରଶାସନକୁ ଢେଲା ପଥର ମାଡ଼ ହୋଇଥିଲା। ତଥାପି ସବୁ ବାଧାବିଘ୍ନକୁ ଏଡ଼ାଇ ଜାରି ରହିଛି ବିଏମସି ଓ ବିଡିଏର ମିଳିତ ଚଢ଼ାଉ। Odisha Reporter is one of the best Odia news portal in Odisha. Get all the news updates in Odia. ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ | YouTube: http://bit.ly/OdishaReporteronYouTube Web: http://odishareporter.in Facebook:   / odishareporter   Twitter:   / odishareporter   Telegram: https://telegram.me/Odisha_Reporter_o... Instagram: https://www.instagram.com/odisharepor... #Bhubaneswar #BJPGovernment