" PAUSE BEFORE POSTING" Usasi Misra's unspoken story👍 Varsha Priyadarshini❤️ Sammanita🙏
VARSHA PRIYADARSHINI
0:00 / 0:00
" PAUSE BEFORE POSTING" Usasi Misra's unspoken story👍 Varsha Priyadarshini❤️ Sammanita🙏
74 135 просмотров · 10 мес. назад
VARSHA PRIYADARSHINI
538 тыс. подписчиков
74 135 просмотров · 10 мес. назад
କଳାକାର ମାନଙ୍କୁ ଦର୍ଶକ ହିଁ ସଫଳ ଓ ଲୋକପ୍ରିୟ କରାଇଥାନ୍ତି, ସେଥିପାଇଁ ତ ପ୍ରତି କଳାକାରଙ୍କ ପାଇଁ ଦର୍ଶକ ହିଁ ତାର ଭଗବାନ । କଳାକାରଙ୍କୁ କୁହାଯାଏ ପବ୍ଲିକ ଫିଗର। ହେଲେ ବିଭିନ୍ନ ସମୟରେ ସୋସିଆଲ୍ ମିଡିଆରେ ମିଛ ଖବରକୁ ରଙ୍ଗ ଦେଇ ବନେଇ ଚୁନେଇ ପରିବେଷଣ କରାଯାଏ, କେବଳ LIKE, VIEWS ଓ SUBSCRIPTION ପାଇଁ । ଏମିତି କରୁଥିବା ଲୋକ ଭୁଲିଯାଆନ୍ତି ଯେ କଳାକାରମାନେ ବି ରକ୍ତ ମାଂସରେ ଗଢା। ସେମାନଙ୍କର ବି ଘର ପରିବାର ଅଛି, ସେମାନଙ୍କର ବି ମାନସମ୍ମାନ ଅଛି ଆଉ ସବୁଠାରୁ ବଡ଼ କଥା ସେମାନଙ୍କର ବି ବଂଚିବାର ଅଧିକାର ଅଛି। ସେମାନଙ୍କ ବିଷୟରେ ଅତିରଂଜିତ, କପୋଳକଳ୍ପିତ ,ଷ୍ଟୋରି କରି ତାକୁ ବିକ୍ରି କରିବା ପୂବରୁ ଭାବନ୍ତୁ। ଅଶ୍ଲୀଳ ଓ ଅସଭ୍ୟ କମେଣ୍ଟସ୍ ଦେବା ପୂର୍ବରୁ ଚିନ୍ତା କରନ୍ତୁ ଯଦି ଆପଣଙ୍କ ପରିବାରର କାହା ସହ ଏମିତି ହୁଏ ???? ତେଣୁ POST ପୂର୍ବରୁ ନିଅନ୍ତୁ PAUSE…
#Sammanita
#VarshaPriyadashini
#PauseBeforePosting
#StopAbusing
#SocialMediaAwarness