20 days challenge failed 😭/Now back to study for exam 📚😬
Suchismita Madhei
0:00 / 0:00
20 days challenge failed 😭/Now back to study for exam 📚😬
203 просмотра · 6 дн. назад
Suchismita Madhei
86 подписчиков
203 просмотра · 6 дн. назад
20 Days Challenge ନେଇଥିଲି, କିନ୍ତୁ ତାକୁ ପୂରା କରିପାରିଲି ନାହିଁ। 🥺❤️
କିଛି personal reasons ଏବଂ ଗାଁକୁ ଯିବା ଯୋଗୁଁ ମୋର study routine ପୂରା ବଦଳିଗଲା। ଭାବିଥିଲି challenge complete କରିବି, କିନ୍ତୁ ସବୁବେଳେ ଆମ ପ୍ଲାନ୍ ଅନୁସାରେ ସବୁକିଛି ହୁଏ ନାହିଁ।
But it's okay! Failure is not the end. ❤️
ଏବେ ପୁଣିଥରେ ନୂଆ ଆରମ୍ଭ କରିଛି। ମୋର Graduation 3rd Year exam ପାଇଁ ଭଲ ଭାବରେ ପଢ଼ା ଆରମ୍ଭ କରିବି। 📚
ଏହି journey ରେ ମୋ ସହିତ ରୁହନ୍ତୁ। ଆଶା କରୁଛି ମୋ vlog ରୁ ତୁମେମାନେ ବି କିଛି ନୂଆ ଶିଖିବ।
Thank you for supporting me. ❤️
#StudyVlog #OdiaStudyVlog #20DaysChallenge #ChallengeFailed #BackToStudy #ExamPreparation #Graduation3rdYear #StudyMotivation