Перейти к содержимому

ସବୁଠୁ ସହଜ,ସ୍ବାଦିଷ୍ଟ ମିଠା 😍 ସମସ୍ତେ ବନେଇ ପାରିବେ‼️Burfi Recipe Odia/Easy Sweet Recipe

Tasty Odia Food

0:00 / 0:00

ସବୁଠୁ ସହଜ,ସ୍ବାଦିଷ୍ଟ ମିଠା 😍 ସମସ୍ତେ ବନେଇ ପାରିବେ‼️Burfi Recipe Odia/Easy Sweet Recipe

254 просмотра · 1 дн. назад
Tasty Odia Food
1,44 тыс. подписчиков
254 просмотра · 1 дн. назад
ସବୁଠୁ ସହଜ, ସ୍ୱାଦିଷ୍ଟ ମିଠା 😍 ସମସ୍ତେ ବନେଇପାରିବେ‼️Burfi Recipe Odia/Easy Sweet Recipe #Tasty Odia Food @tastyodiafood #easysweetrecipe #butadaliburfirecipe #burfirecipeodia Welcome To Tasty Odia Food 🙏 ଆଜି ମୁଁ ଆପଣମାନଙ୍କ ପାଇଁ ନେଇ ଆସିଛି ବହୁତ ସହଜ ଓ ସ୍ୱାଦିଷ୍ଟ ବୁଟଡାଲି ବରଫି ରେସିପି 😍 ମାତ୍ର ୧୫ ମିନିଟରେ ଘରେ ଥିବା ୩-୪ଟି ସାମଗ୍ରୀରେ ବନାନ୍ତୁ ଦୋକାନ ଭଳି ନରମ ଓ ସ୍ୱାଦିଷ୍ଟ ବୁଟଡାଲି ବରଫି। ଏହି ମିଠା ବନାଇବା ପାଇଁ ଅଧିକ ସାମଗ୍ରୀ କିମ୍ବା ଅଧିକ ସମୟର ଆବଶ୍ୟକତା ନାହିଁ। ଘରେ ଅତି ସହଜରେ ବନାଇ ପାରିବେ। ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଓ ରେସିପିଟି ନିଶ୍ଚୟ ଟ୍ରାଏ କରନ୍ତୁ। ❤️ ଭିଡିଓଟି ଭଲ ଲାଗିଲେ LIKE କରନ୍ତୁ। ❤️ ଆପଣଙ୍କ ପରିବାର ଓ ସାଙ୍ଗମାନଙ୍କ ସହ SHARE କରନ୍ତୁ। ❤️ ଏମିତି ନୂଆ ନୂଆ ରେସିପି ପାଇଁ ମୋ CHANNEL କୁ SUBSCRIBE କରନ୍ତୁ 🙏