Перейти к содержимому

ପତକାଲାଗି ସମୟରେ ଶ୍ରୀମନ୍ଦିରର ଏହି ଦୃଶ୍ୟ ଦେଖିଛନ୍ତି କି? PATAKALAGI FULL VIDEO | Jay Jagannath TV

JAY JAGANNATH TV

0:00 / 0:00

ପତକାଲାଗି ସମୟରେ ଶ୍ରୀମନ୍ଦିରର ଏହି ଦୃଶ୍ୟ ଦେଖିଛନ୍ତି କି? PATAKALAGI FULL VIDEO | Jay Jagannath TV

238 просмотров · 1 ч назад
JAY JAGANNATH TV
791 тыс. подписчиков
238 просмотров · 1 ч назад
ପୁରୀ ଶ୍ରୀମନ୍ଦିରରୁ ଆଜିର ପବିତ୍ର ପତକାଲାଗି (ଧ୍ୱଜା ପରିବର୍ତ୍ତନ) ନୀତି ଏବଂ ଶ୍ରୀ ପତିତପାବନଙ୍କ ଦିବ୍ୟ ଦର୍ଶନ। ପ୍ରତ୍ୟେକ ଦିନ ଅପରାହ୍ନରେ ଚୂନରା ସେବକମାନେ ଶ୍ରୀମନ୍ଦିର ଶିଖରରେ ଥିବା ପବିତ୍ର ନୀଳଚକ୍ର ଉପରକୁ ଚଢ଼ି ପୁରୁଣା ବାନା ପରିବର୍ତ୍ତନ କରି ନୂତନ ପତିତପାବନ ବାନା ସ୍ଥାପନ କରନ୍ତି। ଏହି ପବିତ୍ର ମୁହୂର୍ତ୍ତର ସମ୍ପୂର୍ଣ୍ଣ ଦର୍ଶନ କରି ମହାପ୍ରଭୁଙ୍କ କୃପା ଲାଭ କରନ୍ତୁ। 🌸 ଆଜିର ଭିଡିଓରେ ଦେଖନ୍ତୁ: ଶ୍ରୀମନ୍ଦିର ନୀଳଚକ୍ରରେ ପବିତ୍ର ପତକାଲାଗି ନୀତି (Patakalagi Full Ritual) ଶ୍ରୀ ପତିତପାବନଙ୍କ ଦିବ୍ୟ ବେଶ ଓ ଦର୍ଶନ ଶ୍ରୀମନ୍ଦିର ପରିସରର ଆଧ୍ୟାତ୍ମିକ ଦୃଶ୍ୟ ପ୍ରତିଦିନ ପୁରୀ ଶ୍ରୀମନ୍ଦିରର ନୀତିକାନ୍ତି, ଆଳତି ଏବଂ ମହାପ୍ରଭୁଙ୍କ ଦିବ୍ୟ ଦର୍ଶନ ପାଇଁ ଆମ ଚ୍ୟାନେଲ JAY JAGANNATH TV କୁ Subscribe କରନ୍ତୁ। #JayJagannathTV #Patakalagi #PuriJagannathTemple #Patitapabana #PuriShreemandir #Nilachakra #JagannathDham "ଜୟ ଜଗନ୍ନାଥ ଟିଭି" ହେଉଛି ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ସମର୍ପିତ ଓଡ଼ିଶାର ଏକମାତ୍ର ଶୁଦ୍ଧ ଆଧ୍ୟାତ୍ମିକ ୨୪ ଘଣ୍ଟିଆ ସାଟେଲାଇଟ୍ ଚାନେଲ୍, ଯେଉଁଠାରେ ଘରେ ବସି ପ୍ରତିଦିନ ସିଧା ପ୍ରସାରଣରେ ଦେଖିପାରିବେ ପୁରୀ ଶ୍ରୀମନ୍ଦିରର ସମସ୍ତ ବାହାର ଲୀଳା ଓ ଦିବ୍ୟ ନୀତିମାନ : 🔹 ଦ୍ୱାରଫିଟା ନୀତି 🔹 ପତିତପାବନ ମଙ୍ଗଳ ଆଳତୀ 🔹 ପତାକା ଲାଗି ଦର୍ଶନ 🔹 ସନ୍ଧ୍ୟା ଆଳତୀ 🔹 ଶ୍ରୀମନ୍ଦିର ପହୁଡ଼ ନୀତି 🔹 ବର୍ଷ ତମାମ ଅନୁଷ୍ଠିତ ହେଉଥିବା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଭିନ୍ନ ଯାତ୍ରା ଓ ଉତ୍ସବ I ଏହି ଚ୍ୟାନେଲରେ କୌଣସି ବିଜ୍ଞାପନ ନାହିଁ, ତେଣୁ ଶୁଦ୍ଧ ଆଧ୍ୟାତ୍ମିକତାର ସହିତ ଦର୍ଶନ କରନ୍ତୁ ଓ ଶ୍ରୀଜୀଉଙ୍କ ଦିବ୍ୟତାକୁ ଅନୁଭବ କରନ୍ତୁ🙏 📺 "ଜୟ ଜଗନ୍ନାଥ ଟିଭି" ସିଦ୍ଧାର୍ଥ ଟେଲିଭିଜନ୍ ନେଟୱର୍କର ଚତୁର୍ଥ ଚାନେଲ | ଓଡ଼ିଆ ଲୋକଙ୍କ ପାଇଁ ଗର୍ବର ବିଷୟ! #jayjagannathtv #jayjagannathpuri ##jayjagannathtvlive #jagannathtemple #jagannathdarshan 📡 Watch “JAY JAGANNATH TV” on DTH: ========================================= Tata Play - 1799 Dish TV – Channel 1397 Airtel Digital – Channel 615 Videocon D2H – Channel 1397 Sun Direct – Channel 490 ========================================= Also available on all cable networks across Odisha. 📞 Contact : 6372804618 if could not watch our channel 🌐 Follow us on social media for daily LIVE updates : ========================================= Facebook:   / jayjagannathtv   Instagram:   / jayjagannathtv   YouTube:    / @jayjagannathtvofficial   Twitter: https://x.com/JayJagannathTV ========================================= #JayJagannathTV #NamitaAgrawal #SidharthTV #SitaramAgrawal #JagannathLive #LiveFromPuri #shreemandir #srimandir #shreemandira #JagannathRathJatra #JagannathRathYatra #PuriRathYatra #jayjagannathswami #dwarafitaniti #mangalaalati #dhupaalati #patakalagidarshan #sandhyaalati #bhaktankaanubhuti #jagannathlivedarshan #পুরিজগন্নাথ #जगन्नाथ #पुरीजगन्नाथ #जगन्नाथधाम #జగన్నాథ్ #జగన్నాథపురి #ରଥଯାତ୍ରା #ଶ୍ରୀକ୍ଷେତ୍ରପୁରୀ #ପ୍ରଭୁଜଗନ୍ନାଥ #ଶ୍ରୀଜଗନ୍ନାଥ #যায়জগন্নাথ #জগন্নাথপুরি #जगन्नाथपुरी #जगन्नाथधाम