ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କେବେ? | Special Educator Recruitment Odisha 2026 | Latest Update | OSTAA
OSTAA ODISHA
0:00 / 0:00
ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କେବେ? | Special Educator Recruitment Odisha 2026 | Latest Update | OSTAA
7 743 просмотра · 10 дней назад
OSTAA ODISHA
431 подписчик
7 743 просмотра · 10 дней назад
📢 ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି କେବେ?
ଓଡ଼ିଶାରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତିକୁ ନେଇ ଆଶାୟୀମାନଙ୍କ ମଧ୍ୟରେ ଅନେକ ପ୍ରଶ୍ନ ରହିଛି। ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ୪,୫୫୮ଟି ସ୍ୱତନ୍ତ୍ର ଶିକ୍ଷକ ପଦବୀ ଏବଂ ପ୍ରଥମ ପର୍ଯ୍ୟାୟରେ ୧,୫୨୦ଟି ପଦବୀରେ ନିଯୁକ୍ତି ପ୍ରକ୍ରିୟା କେବେ ଆରମ୍ଭ ହେବ?
🎯 ଏହି ଭିଡିଓର ମୁଖ୍ୟ ବିଷୟବସ୍ତୁ:
🔹 ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତିର ବର୍ତ୍ତମାନ ସ୍ଥିତି।
🔹 ୪,୫୫୮ଟି ସ୍ୱତନ୍ତ୍ର ଶିକ୍ଷକ ପଦବୀ ସମ୍ପର୍କରେ ଆଲୋଚନା।
🔹 ନିଯୁକ୍ତି ପାଇଁ OSTAAର ଦାବି
ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଶିକ୍ଷାଗତ ଅଧିକାର ଓ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ସମ୍ପର୍କିତ ସୂଚନା ପାଇଁ ଆମ ଚ୍ୟାନେଲକୁ Subscribe କରନ୍ତୁ।
🤝 OSTAA – Odisha Special Teacher Aspirants Association
📱 Instagram: @ostaa_odisha
📘 Facebook: @ostaaodisha
#SpecialEducator #SpecialEducatorRecruitment #OdishaTeacherRecruitment #OSTAA #SpecialTeacher #OdishaGovtJobs #SpecialEducatorOdisha #TeacherRecruitment2026