Перейти к содержимому

ପୁରୀ ସହର ଆଧୁନିକ ହେଉଛି, କିନ୍ତୁ ଆଧୁନିକତାର ସ୍ପର୍ଶ ପାଉନାହିଁ ଅନ୍ନପୂର୍ଣ୍ଣା I Annapurna Theater Development

Reporters Today

0:00 / 0:00

ପୁରୀ ସହର ଆଧୁନିକ ହେଉଛି, କିନ୍ତୁ ଆଧୁନିକତାର ସ୍ପର୍ଶ ପାଉନାହିଁ ଅନ୍ନପୂର୍ଣ୍ଣା I Annapurna Theater Development

184 просмотра · 15 часов назад
Reporters Today
499 тыс. подписчиков
184 просмотра · 15 часов назад
ପୁରୀ ସହର ଆଧୁନିକ ହେଉଛି, କିନ୍ତୁ ଆଧୁନିକତାର ସ୍ପର୍ଶ ପାଉନାହିଁ ଅନ୍ନପୂର୍ଣ୍ଣା I Annapurna Theater Development #AnnapurnaTheater #Puri #PuriCity #PuriNews #OdishaNews #TheatreDevelopment #AnnapurnaTheatreDevelopment #HeritageOfPuri #reporterstoday କେତେ ଯୋଜନା ଆସିଲାଣି କେତେ ଯୋଜନା ଗଲାଣି । ପୁରୀ ସହରର ଦୃଶ୍ୟ ବି ବଦଳିଛି କିନ୍ତୁ ପୁରୀ ନାଟୁଆଙ୍କ ଏନ୍ତୁଡ଼ିଶାଳ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚର ଭାଗ୍ୟ ବଦଳି ପାରିନାହିଁ । ଦର୍ଶକ ବସିବା ପାଇଁ ନା ଅଛି ଅନୁକୂଳ ପରିବେଶ ନା ଅଛି ଉପଯୁକ୍ତ ସ୍ଥାନ । ଟିଣ ଛପର ଦରଭଙ୍ଗା ଆଜ୍ବେଷ୍ଟସ୍ ଏଇଥିରେ ଚାଲିଛି ନାଟକ ପରିବେଷଣ । ଇଏ ହେଉଛି ପୁରୀ ଅନ୍ନପୂର୍ଣ୍ଣା ଥିଏଟରର ଦୃଶ୍ୟ। ଅନ୍ନପୂର୍ଣ୍ଣାର ପୁନରୁଦ୍ଧାର ନେଇ ପୂର୍ବତନ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ମଧ୍ୟ ଆଶା ଦେଖାଇଥିଲେ ରଙ୍ଗମଞ୍ଚର ଜରାଜୀର୍ଣ୍ଣ ଅବସ୍ଥା ଦେଖିବା ପରେ ଏହାର ନବୀକରଣ ଓ ପୁନରୁଦ୍ଧାର ପାଇଁ ସରକାରଙ୍କୁ ଅନୁରୋଧ କରିଥିଲେ । Reporters Today is one of the most popular Odia web channel. Our audience has a great base that we created by providing the latest news with the true spirit of journalism. 🔺🔺🔺 Reporters Today is a boutique media house conceptualized to promotes journalism which caters to bring difference to the society at large. Reporters Today came into existence after a lot of brain storming by social workers, citizen journalists, freelancers, academicians and the flag-bearers of the society to create a platform wherein the social issues could be discussed and strive together to bring an impact full change for the betterment and development of the society. 🔺🔺🔺 “ ଋିପୋର୍ଟର୍ସ ଟୁଡେ ” ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ ଚ୍ୟାନେଲ୍ ସବସ୍କ୍ରାଇବ୍ କରନ୍ତୁ, ଭିଡିଓକୁ ଲାଇକ୍ କରିବା ସହିତ ନିଜ ପ୍ରିୟଜନଙ୍କ ସହ ସେୟାର କରନ୍ତୁ। ନୂଆ ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନକୁ ଦବାଇବାକୁ ଭୁଲନ୍ତୁ ନାହିଁ। 🔺🔺🔺 👇SUBSCRIBE NOW !!! 👇 🔥🔥🔥 https://bit.ly/3PVNxLH 🔥🔥🔥 🔴Visit Our Website: https://odianews.reporterstoday.com/ 🔴Read our daily newspaper "Mahabharata”:- https://mahabharataepaper.com/ 🔴YouTube:    / reporterstoday   🔴Facebook:   / reporterstodayofficial   🔴Twitter:   / reporterstodays   🔴Instagram:   / reporters_today   🔺🔺🔺