ଉଚ୍ଚ ରକ୍ତଚାପ - କାରଣ, ଲକ୍ଷଣ ଓ ନିୟନ୍ତ୍ରଣ | Dr Niroj Kumar Mishra on How to Control High Blood Pressure
Swasthya Plus Odia
0:00 / 0:00
ଉଚ୍ଚ ରକ୍ତଚାପ - କାରଣ, ଲକ୍ଷଣ ଓ ନିୟନ୍ତ୍ରଣ | Dr Niroj Kumar Mishra on How to Control High Blood Pressure
322 972 просмотра · 5 лет назад
Swasthya Plus Odia
805 тыс. подписчиков
322 972 просмотра · 5 лет назад
#HighBloodPressure #DoctorAdvice #OdiaHealthTips
ଉଚ୍ଚ ରକ୍ତଚାପକୁ ସାଇଲେଣ୍ଟ୍ କିଲର୍ କହିଲେ ଅତ୍ୟୁକ୍ତି ହେବ ନାହିଁ। କାହିଁକି ନା ଏହାର କୌଣସି ଲକ୍ଷଣ ଦେଖାଯାଇନଥାଏ କିନ୍ତୁ ବିଭିନ୍ନ ରୋଗର କାରଣ ସାଜିଥାଏ। ଉଚ୍ଚ ରକ୍ତଚାପ ହାର୍ଟ ଆଟାକଠାରୁ ଆରମ୍ଭ କରି ଫୁସଫୁସ, କିଡନି, ଲିଭର ଆଦି ବିଭିନ୍ନ ଅଙ୍ଗକୁ ପ୍ରଭାବିତ କରିଥାଏ। ତେବେ ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବେ କେମିତି? ଏନେଇ ବିଶିଷ୍ଟ ମେଡିସିନ ସ୍ପେସିଆଲିଷ୍ଟ ଡାକ୍ତର ନିରୋଜ କୁମାର ମିଶ୍ର କ'ଣ କହୁଛନ୍ତି ଆସନ୍ତୁ ଜାଣିବା।
ଏହି ଭିଡିଓରେ ରହିଛି,
ରକ୍ତଚାପ ବା ବ୍ଲଡ୍ ପ୍ରେସର କ'ଣ? (0:00)
ଉଚ୍ଚ ରକ୍ତଚାପର କାରଣ (1:28)
ଉଚ୍ଚ ରକ୍ତଚାପର ଲକ୍ଷଣ (2:41)
ଉଚ୍ଚ ରକ୍ତଚାପର ଜଟିଳତା (4:16)
କେମିତି ନିୟନ୍ତ୍ରଣ କରିବେ ଉଚ୍ଚ ରକ୍ତଚାପ? (5:34)
It would not be an exaggeration to say that high blood pressure is a silent killer. For some reason, there are no symptoms, but they can cause a variety of illnesses. High blood pressure affects a variety of organs, from heart attacks to lungs, kidneys, and liver. How to control high blood pressure? Let's find out what Dr Niroj Kumar Mishra, a medicine specialist, has to say.
In this video,
What is blood pressure? (0:00)
Causes of high blood pressure (1:28)
Symptoms of high blood pressure (2:41)
Complications of high blood pressure (4:16)
How to control high blood pressure (5:34)
Subscribe Now & Live a Healthy Life!
ସ୍ୱାସ୍ଥ୍ୟ ଓ ଜୀବନଶୈଳୀ ଉପରେ ଆଧାରିତ ଓଡ଼ିଆ ଡିଜିଟାଲ୍ ପ୍ଲାଟଫର୍ମ ‘ସ୍ୱାସ୍ଥ୍ୟ ପ୍ଲସ୍’ ସହିତ ଯୋଡ଼ି ହେବା ପାଇଁ ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ( / swasthyaplus ) ସବ୍ସ୍କ୍ରାଇବ୍ କରନ୍ତୁ। ନୂଆ ଭିଡିଓ ସଂପର୍କରେ ନୋଟିଫିକେସନ୍ ପାଇବା ପାଇଁ ବେଲ୍ ଆଇକନ୍କୁ ଦବାନ୍ତୁ। ‘ସ୍ୱାସ୍ଥ୍ୟ ପ୍ଲସ୍’ର ଭିଡିଓ ଲିଙ୍କ୍ ଅନ୍ୟମାନଙ୍କ ସହ ମଧ୍ୟ ସେୟାର କରନ୍ତୁ। - ‘ସ୍ୱାସ୍ଥ୍ୟ ପ୍ଲସ୍’ ଟିମ୍
ଓଡ଼ିଶାର ପ୍ରଥମ ସ୍ଵାସ୍ଥ୍ୟ ପୋର୍ଟାଲ https://www.swasthya.plus ଲେଖା ଓ ଭିଡିଓ ମାଧ୍ୟମରେ ସ୍ୱାସ୍ଥ୍ୟ ସଚେତନତା ସମ୍ପର୍କରେ ବିଭିନ୍ନ ବିଷୟ ଉପସ୍ଥାପନ କରୁଛି। କାରଣ ସ୍ୱାସ୍ଥ୍ୟ ହିଁ ସବୁକିଛି!
For requesting contact details of doctors - please message Swasthya Plus on Facebook: www.facebook.com/SwasthyaPlusOdia).
For feedback and business inquiries, contact Swasthya Plus Odia at hello@odicast.com
Swasthya Plus Odia, Odisha's leading destination for Health Tips & Expert Advice in Odia language on health, hygiene, nutrition, lifestyle, and more!