Перейти к содержимому

Namaste Prabhu Jagannatha - Soulful Heart touching Odia Bhajan - Shiba Prasad Dash (Siba nana)

Siba Nana Bhajans

0:00 / 0:00

Namaste Prabhu Jagannatha - Soulful Heart touching Odia Bhajan - Shiba Prasad Dash (Siba nana)

5 631 709 просмотров · 4 г. назад
Siba Nana Bhajans
319 тыс. подписчиков
5 631 709 просмотров · 4 г. назад
Create Your Reels Here : https://tinyurl.com/2f84fwbj ------------------------------------------------- Sri Sri Jagannath Stuti by Soulful Heart touching singer Sibanana Song : Namaste Prabhu Jagannatha Singer : Shiba Prasad Dash (Siba nana) Lyrics : Atibadi Jagannatha Das Music Director : Puratana Video Artist : Shiba Prasad Dash Album : Namaste Prabhu Jagannatha Album No : SM - 4187 Music Label : Sidharth Music ------------------------------------------------------- ନମସ୍ତେ ପ୍ରଭୁ ଜଗନ୍ନାଥ.. ଅନାଥ ଲୋକଙ୍କର ନାଥ ନମସ୍ତେ ପ୍ରଭୁ ବାସୁଦେବ ଭକତ ଜନଙ୍କ ବାନ୍ଧବ... ll ନମସ୍ତେ ପ୍ରଭୁ ହୃଷୀକେଶ ଭକତ ଜନଙ୍କ ବିଶ୍ବାସ ନମସ୍ତେ ପ୍ରଭୁ ବିଶ୍ଵ ବାସୀ ସକଳ ହୃଦେ ଅଛ ବସି... ll ସ୍ରୁଷ୍ଟି ପ୍ରଳୟ ଅନ୍ତ କରୁ... ଏ ସର୍ବ ଗର୍ଭ ରେ ସମ୍ଭାଳୁ ପଚାଶ କୋଟି ବ ସୁନ୍ଦରୀ.. ତୋର ହୃଦରେ ଛନ୍ତି ପୁରି ll ଚଉଦ ଭୁବନ ପାଟଣା.. ଏ ସର୍ବ ତୋହର ସର୍ଜନା ତୁ ବ୍ରହ୍ମା ରୁଦ୍ର ବିଷ୍ନୁ ତୁହି ତୋ ବିନୁ ଆନ ଗତି ନାହିଁ.. ll ସ୍ରୁଷ୍ଟି ଯାହାର ଖେଳ ଘର ଅସହ୍ୟ ମାୟା ଜୀବ ଯାର ତୋହର ନିଶ୍ଵାସ ମରୁତ... ଦେବେ ହୋଇଲେ ତହୁଁ ଜାତ ll ତୁହି ଟି ଅଗ୍ନି ଦେବ ବୃନ୍ଦ ନୟନୁ ଜାତ ସୂର୍ଯ୍ୟ ଚନ୍ଦ୍ର ଭୁଜ ରୁ ଅନନ୍ତ ମୁରତି କଣ୍ଠରୁ ଜାତ ସରସ୍ଵତୀ... ll ସଦା ଚଞ୍ଚଳ ନିଦ୍ରା ନାହିଁ ଏ ରୂପେ ଶୂନ୍ୟେ ଅଛୁ ରହି ଏମନ୍ତ ଅଶେଷ ମହିମା କେ ଜାଣି ପାରେ ଗୁଣ ସୀମା ତୋ ନାମ କରୁଥିଲେ ଲୟ କୋଟିଏ ଜନ୍ମ ପାପ କ୍ଷୟ ନାମ ଘୋଷିଲେ ସର୍ବ ସିଦ୍ଧି ଖଣ୍ଡଇ ରୋଗ ଶୋକ ଆଦି ଆତଙ୍କ ଭଞ୍ଜନ ତୋ ବାନା ଆତଙ୍କ କାଳେ ବଜ୍ର ସେନା ହୋଇଲୁ ଦଶ ଅବତାର ନାସିଲୁ ମେଦିନୀ ର ଭାର ଦୁଷ୍ଟ ନିବାରି ସନ୍ଥ ପାଳୁ ତୁ ନାଥ ପରମ ଦୟାଳୁ ତୁ ଅଟୁ ଦରିଦ୍ରଙ୍କ ଧନ ନାଥ ତୁ ବୁଝୁ ମୋର ମନ ସତୀ ଯୁବତୀ ଙ୍କର ମନେ ନିଜର ସ୍ଵାମୀ ଥାନ୍ତି ଯେହ୍ନେ ସେହି ପ୍ରକାରେ ମୋର ମନ ତୋଠାରେ ରହୁ ଭଗବାନ... ll --------------------------------------------- ♪ Full Song Available on ♪ JioSaavn : https://bit.ly/35VHXqr Wynk : https://bit.ly/3soKeBU Gaana : https://bit.ly/35VZsXJ Apple Music : https://apple.co/3rvxH0n Amazon Music : https://amzn.to/3gzpEsZ Spotify : https://spoti.fi/3L8LIch Resso : https://bit.ly/3HBNBfi ---------------------------------------------------------- Set Caller Tune ; Operator Codes: Airtel Users Dial Vodafone Users Dial BSNL (South / East) Users sms BT To 56700 Idea Users Dial BSNL (North / West) Users sms BT To 56700 Also available on Jio Tunes ------------------------------------------------- ଏବେ ଓଡ଼ିଶାର ବହୁ ସହରରେ ଅନେକ Cable Network ଏବଂ DTH ରେ Sidharth TV Network ର ଚ୍ୟାନେଲ୍ ଦର୍ଶକ ଉପଭୋଗ କରୁଛନ୍ତି I ତେଣୁ ଆପଣ Sidharth TV Network ର ୩ଟି ଚ୍ୟାନେଲ୍ “Sidharth TV”, “Sidharth Bhakti” ଓ “Sidharth Gold” ମାସିକ ମାତ୍ର ୧୬* ଟଙ୍କାରେ (taxes as applicable) ନିଜ Cable/DTH ଅପରେଟରଙ୍କୁ Call କରି Subscribe କରନ୍ତୁ I ଚ୍ୟାନେଲ୍ ପାଇବାରେ ଅସୁବିଧା ସମ୍ମୁଖୀନ ହେଉଥିଲେ କଲ୍ କରନ୍ତୁ: 6372804618. -------------------------------------------------------------- Subscribe us on YouTube to watch clippings & promos of our All 3 Television Channels : 👉 Sidharth Bhakti :    / sidharthbhakti   👉 SidharthTV:    / sidharthtv   👉 Sidharth Gold :    / sidharthgold   ----------------------------------------------------------------- Enjoy & stay connected with us! 👉 Like us on Facebook:   / sidharthbhak.  . 👉 Like us on Instagram:   / sidharthbha.  . ----------------------------------------------------------------- #SidharthTV #SidharthBhakti #SidharthGold #SidharthMusic #NamitaAgrawal #SitaramAgrawal #sibananabhaja #sibanana #sidharthbhakti #sidharthtv #sidharthmusic #sitaramagrawal #namitaagrawal #jayjagannath ଭଜନ ସମାରୋହ ରେ ଶିବ ନନାଙ୍କୁ ନେବା ପାଇଁ ଚାହୁଁ ଥିଲେ ଏହି ନମ୍ବର ରେ ଯୋଗାଯୋଗ କରନ୍ତୁ : 7008310559