Перейти к содержимому

ନାମ ଜପ ମହିମା | Bhitiri Katha 103 | Narayan Mishra | କେମିତି ନାମ ଜପ କଲେ ମୁକ୍ତି ମିଳିବ ? Odisha 365

ODISHA 365

0:00 / 0:00

ନାମ ଜପ ମହିମା | Bhitiri Katha 103 | Narayan Mishra | କେମିତି ନାମ ଜପ କଲେ ମୁକ୍ତି ମିଳିବ ? Odisha 365

33 187 просмотров · 3 года назад
ODISHA 365
3,01 млн подписчиков
33 187 просмотров · 3 года назад
ପ୍ରଭୁଙ୍କ ନାମ ଉଚ୍ଚାରଣର ଶକ୍ତି କେତେ ? ପ୍ରଭୁଙ୍କ ନାମ ଉଚ୍ଚାରଣ ଶକ୍ତି ବଳରେ ମଣିଷ କଣ କରିପାରେ ? ପ୍ରଭୁଙ୍କ ନାମଜପର ଫଳ ମିଳୁନାହିଁ କାହିଁକି ? ନାମ ଜପ କଲେ ମଧ୍ୟ ମନ ବିଚଳିତ କାହିଁକି ହେଉଛି ? ନାମ ଜପ ମହିମା କେମିତି ଓ କଣ ନାମ ଜପ କଲେ କର୍ମଦୋଷରୁ ମୁକ୍ତି ମିଳିବ ? ----------------- How to Do Nama Japa ? Nama Japa benefits ? ---------------- ଏଥର ନାରାୟଣ ମିଶ୍ରଙ୍କ ଭିତିରି କଥା ହେବ ଏକ ଆଧ୍ୟାତ୍ମିକ ପରିବେଶ, ଯାହା ଆପଣଙ୍କୁ ସତ ମାର୍ଗରେ ଚାଲିବ ପାଇଁ ପ୍ରେରଣା ଦେବ | ଏହି ଭିଡ଼ିଓ ମାଧ୍ୟମରେ ଆପଣ ପାଇ ପାରିବେ ଜୀବନ ବଞ୍ଚିବାର ସରଳ ମାର୍ଗ ? ଆପଣଙ୍କ ମନରେ ଥିବା ସବୁ ପ୍ରଶ୍ନର ସମାଧାନ ପାଇବେ ଏହି ଭିଡ଼ିଓରୁ | ଯଦି ଆପଣଙ୍କ ଜୀବନର କିଛି ସମସ୍ୟାର ସମାଧାନ ନେଇ ମନରେ ପ୍ରଶ୍ନ ଥାଏ ଭିଡ଼ିଓ କମେଣ୍ଟରେ ପଚାରିଲେ ଆଗାମୀ ଅଧ୍ୟାୟ ଗୁଡିକରେ ଏହାର ସରଳ ଉପାୟ ପାଇ ପାରିବେ | ଭିଡ଼ିଓଟି ଧ୍ୟାନର ସହ ଦେଖନ୍ତୁ ଆଉ ନିଜ ଜୀବନରେ ଏହାକୁ ଅନୁସରଣ କରନ୍ତୁ ଜୟ ଜଗନ୍ନାଥ ---------- Narayan Mishra Bhitiri Katha Odisha 365 ---------- Nama Japa #namajapa #bhitirikatha #narayanmishra #odisha365 #namasankirtanam #namjap #jayjagannath #jayjagannathstatus #jayjagannathawhatsappvideo