LIVE | ବାତ୍ୟା ପରେ ବନ୍ୟା ! ଗଞ୍ଜାମ ସାନଖେମୁଣ୍ଡିରେ ପାଣି ଘେରରେ ୨ ହଜାର ଲୋକ | Odisha Flood LIVE
Prism News
0:00 / 0:00
LIVE | ବାତ୍ୟା ପରେ ବନ୍ୟା ! ଗଞ୍ଜାମ ସାନଖେମୁଣ୍ଡିରେ ପାଣି ଘେରରେ ୨ ହଜାର ଲୋକ | Odisha Flood LIVE
6 951 просмотр · Трансляция закончилась 2 часа назад
Prism News
27,3 тыс. подписчиков
6 951 просмотр · Трансляция закончилась 2 часа назад
🔴 LIVE | ବାତ୍ୟା ପରେ ବନ୍ୟା ସଙ୍କଟ - ଗଞ୍ଜାମ ସାନଖେମୁଣ୍ଡିରୁ ସିଧା ପ୍ରସାରଣ
ଗଞ୍ଜାମ ସାନଖେମୁଣ୍ଡି: ପାଣି ଘେରରେ ୨ ହଜାର ଲୋକ। ଏୟାରଲିଫ୍ଟ ଓ ଉଦ୍ଧାର ବ୍ୟବସ୍ଥାକୁ ନେଇ କ’ଣ ରହିଛି ଅପଡେଟ୍? ଦେଖନ୍ତୁ PRISM NEWSର ସ୍ୱତନ୍ତ୍ର କଭରେଜ୍।
📌 ମୁଖ୍ୟ ଅପଡେଟ୍:
✅ ସାନଖେମୁଣ୍ଡିରେ 2000 ଲୋକ ଜଳବନ୍ଦୀ
✅ ଏୟାରଲିଫ୍ଟ ଓ NDRF, ODRAF ଉଦ୍ଧାର କାର୍ଯ୍ୟ ଜାରି
✅ ବାତ୍ୟା ପରେ ବନ୍ୟା ସ୍ଥିତି ଗମ୍ଭୀର
✅ ଓଡ଼ିଶାର ବନ୍ୟା ପରିସ୍ଥିତିର ସବୁ ଅପଡେଟ୍
ଓଡ଼ିଶାର ସବୁ ବନ୍ୟା ଖବର ପାଇଁ LIVE ସହ ଯୋଡି ହୁଅନ୍ତୁ।
🌐 www.prismnewsodisha.in
📢 ଥମ୍ବନେଲ୍ର ଦୃଶ୍ୟ ପ୍ରତୀକାତ୍ମକ।
#OdishaFlood #OdishaFloodLive #GanjamFlood #Sankhemundi #FloodRescue #Airlift #OdishaNews #CycloneAfterFlood #PrismNews #OdiaNewsLive #NDRF #OdishaFlood2025 #GanjamNews
Tags: Odisha Flood Live, Ganjam Flood, Sankhemundi Flood, Odisha Flood Rescue, Airlift in Odisha, Cyclone Arnab, Odisha Flood Update Today, Ganjam News Live