ଉଠୁଛି ପଡୁଛି ପାରାଦୀପ… କାହିଁକି ? | Paradip port Odisha | Ghana Citizen | Odisha Reporter
Odisha Reporter
0:00 / 0:00
ଉଠୁଛି ପଡୁଛି ପାରାଦୀପ… କାହିଁକି ? | Paradip port Odisha | Ghana Citizen | Odisha Reporter
63 005 просмотров · 2 г. назад
Odisha Reporter
2,99 млн подписчиков
63 005 просмотров · 2 г. назад
ଋଷର କାଭକାଜ୍ ପୋର୍ଟରୁ କୋଇଲା ଆଣି ଆସିଥିଲା ଏକ ଜାହାଜ। MV Sheng Wen ନାମକ ଏହି ଜାହାଜଟି ଆସିବା ବାଟରେ ଦେଶ ବିଦେଶର ଅନେକ ବନ୍ଦରରେ ବି ପ୍ରବେଶ କରିଥିଲା। କିନ୍ତୁ, ଖବର ଆସିଥିଲା ଜାହାଜରେ ଥିବା ୨୦ କ୍ରିଉ ମେମ୍ବର ମଧ୍ୟରୁ ୩ ଜଣ ଘାନା ନାଗରିକ ଅଛନ୍ତି। ଏକଥା ଜଣାପଡିବା ପରେ ପାରାଦୀପ ଇମିଗ୍ରେସନ ଅଫିସ ପକ୍ଷରୁ ପାରାଦୀପରେ ୩ ଘାନା ନାଗରିକଙ୍କୁ ଅଟକ କରାଯାଇଛି।
Odisha Reporter is one of the best Odia news portal in Odisha. Get all the news updates in Odia.
ସମସ୍ତ ଓଡିଆଙ୍କ ପାଖରେ ଅତି ସହଜରେ ଓଡିଆ ଭାଷାରେ ଖବର ପହଞ୍ଚାଇବାର ମାଧ୍ୟମ ସାଜିଛି ‘ଓଡିଶା ରିପୋର୍ଟର’ |
YouTube: http://bit.ly/OdishaReporteronYouTube
Web: http://odishareporter.in
Facebook: / odishareporter
Twitter: / odishareporter
Telegram: https://telegram.me/Odisha_Reporter_o...
Instagram: / odishareporter_official
#OdishaReporter #paradipport #russia #chin #odisha #news #nigro #odishareporter