Garoi Gobardhan Peeth Jagannath Temple |ହାତ ପାଦ ସହିତ ପ୍ରଭୁଙ୍କ ଅଦ୍ଭୁତ ଦର୍ଶନ |Garoi Ashram Documentary
Tathya Tika
0:00 / 0:00
Garoi Gobardhan Peeth Jagannath Temple |ହାତ ପାଦ ସହିତ ପ୍ରଭୁଙ୍କ ଅଦ୍ଭୁତ ଦର୍ଶନ |Garoi Ashram Documentary
20 878 просмотров · 7 месяцев назад
Tathya Tika
2,47 тыс. подписчиков
20 878 просмотров · 7 месяцев назад
Garoi Govardhan Peeth Jagannath Temple | ହାତ ପାଦ ସହିତ ପ୍ରଭୁଙ୍କ ଅଦ୍ଭୁତ ଦର୍ଶନ | Full Garoi Ashram Documentary
🙏 Garoi Govardhan Peeth Jagannath Temple Documentary 🙏
Garoi Govardhan Peeth (Garoi Ashram), located in Garoi village under Naugaon Block of Jagatsinghpur district, is a sacred and unique Jagannath shrine. This holy peeth was established by Baba Budanath Das, and here Lord Jagannath, Balabhadra, and Devi Subhadra are worshipped in a special divine form.
The most unique feature of this temple is that the idols of the Lord have visible hands and feet, which makes this Jagannath temple different from most others across India.
In this documentary video, you will see:
✨ Daily rituals and worship practices
✨ The divine origin story of the Lord here
✨ History of Garoi Ashram
✨ Temple establishment and spiritual significance
✨ Rare Jagannath Darshan with Hands & Feet
Watch the video till the end. If you like it, please Like 👍 Share ↗️ and Subscribe 🔔
🙏 Jai Jagannath 🙏
🙏 Garoi Govardhan Peeth Jagannath Temple Documentary 🙏
ଜଗତସିଂହପୁର ଜିଲ୍ଲାର ନାଉଗାଁ ବ୍ଲକ୍ ଅନ୍ତର୍ଗତ ଗାରୋଇ ଗ୍ରାମରେ ଅବସ୍ଥିତ ପବିତ୍ର ଗୋବର୍ଧନ ପୀଠ (Garoi Ashram) — ଏକ ଅଦ୍ଭୁତ ଓ ଅଲଭ୍ୟ ଜଗନ୍ନାଥ ଧାମ। ଏହି ପୀଠ ବାବା ବୁଦନାଥ ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଏବଂ ଏଠାରେ ପୂଜା ପାଆନ୍ତି ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମାତା ସୁଭଦ୍ରାଙ୍କ ବିଶେଷ ରୂପ।
ଏହି ମନ୍ଦିରର ସବୁଠୁ ବଡ଼ ବିଶେଷତା — ଏଠାରେ ପ୍ରଭୁଙ୍କର ହାତ ଓ ପାଦ ଦୃଶ୍ୟମାନ, ଯାହା ଭାରତର ଅନେକ ଜଗନ୍ନାଥ ମନ୍ଦିର ମଧ୍ୟରୁ ଏକ ଅଲଗା ପରିଚୟ ଦେଇଛି।
ଏହି documentary video ରେ ଆପଣ ଦେଖିପାରିବେ:
✨ ପ୍ରଭୁଙ୍କର ଦୈନିକ ନୀତିକାନ୍ତି
✨ ପ୍ରଭୁଙ୍କ ଆଭିର୍ଭାବ କଥା
✨ ଗାରୋଇ ଆଶ୍ରମର ଇତିହାସ
✨ ମନ୍ଦିର ପ୍ରତିଷ୍ଠା ଓ ମହିମା
✨ Rare Jagannath Darshan with Hands & Feet
ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଭଲ ଲାଗିଲେ Like 👍 Share ↗️ & Subscribe 🔔 କରନ୍ତୁ।
🙏 ଜୟ ଜଗନ୍ନାଥ 🙏
#garoi #garoiashram #gobardhanpeetha #jayjagannath #jagannathtemple #rarejagannathdarshan #jagatsinghpur #odishatemple #devotional #documentary
#odia #nougaon #srikhetra #templehistory #bhaktivibes #odiavlog #odiadevotional